-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (29-Mar-2026)       ||      ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   (29-Mar-2026)       ||      ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   (29-Mar-2026)       ||      ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   (29-Mar-2026)       ||      ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      କୁସଙ୍ଗ କଲେଜ ଅଧ୍ୟକ୍ଷ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (28-Mar-2026)       ||      *ପୌର ପରିଷଦ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ*- *ଡେମୋ ଦେଖାଇଲେ ଏ ଡି ଏମ୍ ଅଞ୍ଜଳୀନା ପଧାନ*-   (28-Mar-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||      *ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      *ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ    (28-Mar-2026)       ||     

HOME   ଜିଲ୍ଲା

ଜନସେବା ପାଇଁ ପ୍ରସ୍ତୁତ କପିଳେଶ୍ବର ଚାରିଟେବଲ୍ ହସପିଟାଲ

13-Dec-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ବର ଚାରିଟେବୁଲ୍ ହସପିଟାଲ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଅଂଚଳବାସୀଙ୍କ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଦଳ ସମର୍ପିତ ସେବା ଯୋଗାଇବାର ସମୂହ ପ୍ରତିବଦ୍ଧତା ନେଇଛନ୍ତି । ଡା.ଲକ୍ଷ୍ମୀକାନ୍ତ ମହାପାତ୍ର,ଡା.ବେଣୁଧର ପାଣ୍ଡେ,ଡା.ପ୍ରକାଶ ଦଣ୍ଡସେନା,ଡା.ସ୍ବପ୍ନେଶ୍ବର ବେହେରା,ଡା.ରବୀନ୍ଦ୍ର ପ୍ରଧାନ ଓ ଡା. ରବୀନାରାୟଣ ତ୍ରିପାଠୀଙ୍କ ପରି ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଭୟ ଚିକିତ୍ସା ଓ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ଯୋଗାଇ ଦିଆଯିବ । କାଳଜୟୀ ସୃଷ୍ଟି "ଶଲାବୁଢା"ର ଲେଖକ ଓ ସମାଜସେବୀ କପିଳେଶ୍ବର ମହାପାତ୍ରଙ୍କ ସ୍ବପ୍ନର ଚିକିତ୍ସାଳୟ ପ୍ରସ୍ତୁତ ହୋଇସାରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲରେ ସାଧାରଣ ଲାପ୍ରୋସ୍କୋପି ସହ ଶଲ୍ୟ,ସ୍ତ୍ରୀରୋଗ ଓ ପ୍ରସୂତି, ଭେଷଜ,ଅସ୍ଥିଶଲ୍ୟ ଓ ପାଥୋଲୋଜି ପରି ବିଭାଗରେ ଅଭିଜ୍ଞ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧର

ଚୂଡାନ୍ତ ପ୍ରକ୍ରିୟା ସରିସାରିଛି । ପ୍ରାଥମିକ ସ୍ତରରେ ୧୦ଟି ସ୍ବତନ୍ତ୍ର ଶଯ୍ୟା ରହିଥିବାବେଳେ ଗୋଟିଏ ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ ଓ ସମସ୍ତ ନିଦାନ ପାଇଁ ଏକ ବୃହତ ପରୀକ୍ଷାଗାର ରହିଛି । ଆଜିର ଦିନରେ ଲାଭାର୍ଥୀଙ୍କୁ ଉନ୍ନତ ଚିକିତ୍ସା ସେବା ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରକାଶ କରିଛନ୍ତି । ଚଳିତ ଡିସେମ୍ବର ୨୭ ତାରିଖରେ ଲୋକାର୍ପିତ ହେବାକୁଥିବା ଏହି ହସପିଟାଲରେ ଚିକିତ୍ସାସେବା ନେବାକୁ ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପ୍ରମୁଖ ସଦସ୍ୟ ସୁଶାନ୍ତ ମହାପାତ୍ର ଓ କପିଳେଶ୍ବର ଚାରିଟେବୁଲ୍ ହସପିଟାଲର ପରିଚାଳନା ନିର୍ଦ୍ଦେଶକ ମଣ୍ଟୁ ମହାପାତ୍ର ଅଂଚଳବାସୀଙ୍କୁ ଅନୁରୋଧ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   29-Mar-2026
  ଜିଲ୍ଲା  
ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2026
  ଜିଲ୍ଲା  
*ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   29-Mar-2026
  ଜିଲ୍ଲା  
ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
*ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   29-Mar-2026
  ଜିଲ୍ଲା  
କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ   29-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   29-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   29-Mar-2026
  ଜିଲ୍ଲା  
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   29-Mar-2026
  ଜିଲ୍ଲା  
ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   29-Mar-2026
  ଜିଲ୍ଲା  
ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   29-Mar-2026

You Might Also Like