-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ନବରଙ୍ଗପୁର(ପ୍ରେରଣା ଖବର :: ଜଣେ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି l ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ନିକଟରେ ମାଓବାଦୀ ଜଣକ ଆତ୍ମ ସମର୍ପଣ କରିଛନ୍ତି l ଆତ୍ମସମର୍ପଣ, ତାଙ୍କ ନାଁ କମଳେଶ୍ୱରୀ ମରେଇ ଓରଫ ଅମିଲା ଏବଂ ସେ ମୟନପୁର ଡିଭିଜନର ଏଲ୍ଜିଏସ୍ ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି ll