-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ରାଜ୍ୟ

ସ୍କୁଲ କୋଠରୀ ରୁ ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣା , କାରଣ ଓ ପରିଚୟ ମିଳିନି , ପୋଲିସ ତଦନ୍ତ ଆରମ୍ଭ

11-Dec-2021



ସିନ୍ଧେକେଲା (ଅନିଲ ତ୍ରିପାଠୀ ): ଦୁଇମାସ ତଳେ ଠିକ ଅକ୍ଟୋବର ୮ ତାରିଖରୁ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ହୋଇଥିବା ରିପୋର୍ଟ ସିନ୍ଧେକେଲା ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରା ଯାଇଥିଲା। ମମିତା ମିଷ୍ଟ୍ରି ରାଜ୍ଯ ତଥା ଦେଶରେ ଏକ ବହୁଚର୍ଚ୍ଚିତ ମାମଲା ପାଳଟି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମମିତା ମିଷ୍ଟ୍ରିକୁ ନେଇ ରାଜଧାନୀ ଉଠପଡ ହେଉଥିବା ବେଳେ ଠିକ ଦୁଇମାସ ପରେ ଡିସେମ୍ବର ୯ ତାରିଖ ଭବାନିପାଟଣା - ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥ କଡରେ ଥିବା ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଭିତରୁ ଏକ ୨୦ ରୁ ୩୦ ବର୍ଷର ଯୁବତୀ ଙ୍କ ଗଳିତ ଶବ ଉଦ୍ଧାର ହେବା ଅଞ୍ଚଳରେ ଆଳୋଡନ ସୃଷ୍ଟି କରିଛି । ତେବେ ଜିଲ୍ଲା ପୋଲିସ ବି ସତର୍କତା ଅବଲମ୍ବନ କରିବା ସହିତ ଟିଟିଲାଗଡ ଏସଡିପିଓ ଙ୍କ ସହ ବିଭିନ୍ନ ଥାନାର ଆଇଆଇସି ,  ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ ରହି ଶବର ପଞ୍ଚନାମା କରୁଥିବା ଦେଖାଯଇଛି। ଏହି ଯୁବତୀ ଜଣକ କିଏ ,କିଭଳି ଭାବରେ ସ୍କୁଲ ଭିତରକୁ ଆସିଲେ ତାଙ୍କୁ କିଏ ମର୍ଡର କରି ଆଣି ଏହି ସ୍କୁଲ ଭିତରେ ପକାଇ ଦେଇଛି ନା ଅନ୍ୟକିଛି ଘଟଣାକ୍ରମ ଏହା ପଛରେ ଲୁଚିଛି ତାହା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଳଟିଛି ।    

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଡିପିଇପି ସ୍କୁଲ ଭିତରୁ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଗୁରୁବାର ଠାବ ହୋଇଥିବା ବେଳେ ରାତି ହୋଇଯାଇ ଥିବାରୁ ଗତକାଲି ସିନ୍ଧେକେଲା ପୋଲିସ ଶବ ଉଦ୍ଧାର କରିଛି। ତେବେ ଯୁବତୀଙ୍କ ମୃତ ଦେହ ମୁହଁ ମାଡି ପଡିଥିବା ଏବଂ ମୃତ୍ୟୁକୁ ପାଖାପାଖି ଚାରି ପାଞ୍ଚ ଦିନ ହୋଇ ଯାଇଥିବାରୁ ଚେହେରା ଚିହ୍ନିବା ମୁସ୍କିଲ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଟିଟିଲାଗଡ ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଦାୟୀତ୍ବରେ ପହଞ୍ଚିବା ପରେ ତାଙ୍କ ସମ୍ମୁଖରେ ଗଳିତ ଶବକୁ ସ୍କୁଲ କୋଠରୀ ଭିତରୁ ବାହାରକୁ ଆଣି ମୃତ ଶରୀରର ପଞ୍ଚନାମା କରିଥିଲେ । ଏହି ସମୟରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି , ସିନ୍ଧେକେଲା ଆଇଆଇସି ପଞ୍ଚାନନ ନାଏକ, ଟିଟିଲାଗଡ ଥାନାଧିକାରୀ ରଞ୍ଜନ ବରିହା, କଣ୍ଟାବାଞ୍ଜୀ ଆଇଆଇସି ସତ୍ୟଜିତ କାଣ୍ଡେଲକର, ବଲାଙ୍ଗୀର ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ , ଜିଲ୍ଲା ଫରେନସିକ ଟିମ ଓ ଦୁଇ ସେକ୍ସନ ପୋଲିସ ପ୍ଲାଟୁନ, ଏଏସଆଇ ସୁମନ ମଲ୍ଲିକ,ଏଏସଆଇ ଅରକ୍ଷିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। 

ଯୁବତୀ ଜଣକଙ୍କ ଶରୀର ଫୁଳି ଯାଇଥିବା ପୁରା ଶରୀର ଗଳିତ ଅବସ୍ଥାରେ ଥିବାରୁ ମୁହଁ ମଧ୍ଯ ପଚିଯାଇଛି ତେଣୁ ପରିଚୟ ପାଇବା କଷ୍ଟକର କିନ୍ତୁ ଯୁବତୀ ଜଣକ ଏକ ଧଳାଜିନ୍ସ ପେଣ୍ଟ , ଲାଲ ଫ୍ରକ, ଗୋଡରେ ପାଉଞ୍ଜି ଯୋଉଥିରେ ଗୋଲ୍ଡେନ କଲର ର ଷ୍ଟୋନ ଲାଗିଛି , ଗୋଟିଏ ହାତରେ ଗୋଲ୍ଡେନ ଚେନ ଲଗା ହାତ ଘଡି , ଗୋଟିଏ ହାତରେ ଲାଲ ଚୁଡି , ବେକରେ ଗୋଲ୍ଡେନ କଲରର ଏକ ସରୁ ଚେନ ଯାହାର ମଝି ଫୁଳରେ ଇଂରାଜୀ ଅକ୍ଷରରେ ସୋନୁ ଲେଖାଯାଇଛି ଏବଂ ପାଦରେ ଧୁସର କଳରର ହାଫ ସୁଜ ପିନ୍ଧିଥିବା ଦେଖା ଯାଇଥିଲା । ତେଣୁ ଟିଟିଲାଗଡ ଏସଡିପିଓ ଶ୍ରୀ ସତପଥୀ ଗଣମାଧ୍ୟମ ଜରିଆରେ କେହି ଯଦି ଯୁବତୀ ଜଣକଙ୍କ ପରିଚୟ ଜାଣିଥାନ୍ତି ତା ହେଲେ ୯୪୩୭୧ ୨୬୬୪୬ କୁ ଫୋନ କରି ଜଣାଇବାକୁ ଅନୁରୋଧ କରିଛନ୍ତି। 

କରୋନା ସମୟରୁ ପ୍ରାଥମିକ ସ୍କୁଲ ସବୁ ବନ୍ଦ ଅଛି । କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଫିସ କାମ ପାଇଁ ସ୍କୁଲକୁ ଆସୁଛନ୍ତି ହେଲେ ପାର୍ଶ୍ବରେ ଥିବା ଏକ ସ୍କୁଲ କୋଠରୀ ଭିତରେ ଜଣେ ଯୁବତୀଙ୍କ ମର ଶରୀର ପଡିଥିଲେ ହେଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ  ନଜର ପଡି ପାରିଲା ନାହିଁ କାହିଁକି। ସେମାନେ ଜାଣି ପାରିଲେନି କେମିତି ବୋଳି ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମ ଚନ୍ଦ୍ର ତାଣ୍ଡି ଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ଡିପିଇପି ସ୍କୁଲ ଡେମେଜ ହୋଇ ଯାଇଥିବାରୁ ସେଥିରେ ଆଉ ପାଠ ପଢା ହେଉନଥିଲା। ଏବଂ ଆମେ ସେ ପଟକୁ ଆଉ ଯା ଆସ ବି ବେଶୀ କରୁନଥିଲୁ ତେଣୁ ପରିତ୍ୟକ୍ତ କୋଠରୀରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର କରିଥିଲେ ବୋଳି କହିଥିଲେ । ଯଦି ସ୍କୁଲ କୁ ଛାତ୍ରଛାତ୍ରୀ ଆସୁ ଥାଆନ୍ତେ ତା ହେଲେ ଘଟଣା ହୁଏତ ଶିଘ୍ର ଜଣା ପଡିଥାନ୍ତା ବୋଳି କହିଥିଲେ। 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like