-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ପୁରୀ, (ପ୍ରେରଣା ଖବର) - ପୁରୀ ଚନ୍ଦନପୁରରେ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ, ବ୍ୟବସାୟରେ ବ୍ୟବହୃତ କାର୍ ଜବତ ଓ ୪ ବ୍ୟବସାୟୀ ଗିରଫ, ଭୁବନେଶ୍ବରରୁ ପୁରୀକୁ ଚାଲାଣ ହେଉଥିଲା ବ୍ରାଉନସୁଗାର, ଗିରଫଙ୍କ ମଧ୍ୟରେ ବାଲେଶ୍ବରର ମହିଳା ବେପାରୀ ଅପସାନା ବିବି, ଅନ୍ୟ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁରୀର, ୨ ଜଣ ବାଲେଶ୍ବରର ସୂଚନା!!*