-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ସରକାରଙ୍କ ଆଦିବାସୀ ଦମନ ନୀତି ନିୟମ ପ୍ରତିବାଦରେ ଆଦିବାସୀ ମାହାସଂଘର ଆନ୍ଦୋଳନ ଡାକରା

08-Nov-2020



 ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର),- କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ କାର୍ଯ୍ୟପନ୍ଥା ଯଥା ଆଦିବାସୀମାନଙ୍କୁ ବିଭିନ୍ନ ଖଣି ଖଦାନ, ନଦୀବନ୍ଧ , ଅଭୟାରଣ୍ୟ, ଶିଳ୍ପ କଳକାରଖାନା, ମୁର୍ତ୍ତି ପ୍ରତିଷ୍ଟା ଆଳରେ ବଳ ପ୍ରୟୋଗ କରି ବିସ୍ଥାପିତ କରିବା, କ୍ଷତିପୁରଣ, ଥଇଥାନ, ପୁନର୍ବାସ ର ବ୍ୟବସ୍ଥା ନକରିବା , ଆସିବାସୀମାନଙ୍କୁ ଜୋର ଜବରଦସ୍ତି ଜଙ୍ଗଲରୁ ଉଚ୍ଛେଦ କରିବା, ନକଲି ଆଦିବାସୀମାନଙ୍କୁ ବହିଷ୍କୃତ କରିବାରେ ଅହେତୁକ ବିଳମ୍ବ କରି ଉଚ୍ଚତମ ନ୍ୟାୟାଳୟର ଆଦେଶ ଅବମାନନା କରିବା ଅନ୍ୟାନ୍ୟ ପାରମ୍ପାରିକ ବନବାସୀ ଜଙ୍ଗଲ ଜମି ଅଧିକାର ସ୍ୱିକୃତି ଆଇନ ୨୦୦୬ ଅନୁସାରେ ଆଦିବାସୀ ଜମି, ବେନାମି ଜମି, ବେଆଇନ ଖର୍ଦି ସ୍ରୋତ ଦଖଲ ଜମିକୁ ଆଦିବାସୀମାନଙ୍କୁ ଫେରସ୍ତ କରିବାରେ ବିଳମ୍ବ କରି ସଂରକ୍ଷଣ ଆଇନ ୧୯୫୪ର ଉଲ୍ଲଂଘନ କରିବା, ଓଡିଶା ସ୍ଥାନ ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ୨୩ ପ୍ରତିଶତ କୋଟା ଉଚ୍ଚଶିକ୍ଷା, ଟେକନିକାଲ ଶିକ୍ଷା,ମେଡିକାଲ କଲେଜ ଏବଂ ନିଯୁକ୍ତିରେ କାର୍ଯ୍ୟକାରି ନକରିବା ଭଳିଆ ଆଦିବାସୀ ବିରୋଧୀ କାର୍ଯ୍ୟକ୍ରମକୁ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ମହାସଂଘ ଆହୁରି ଦାବୀ କରିଛି ଯେ, କରୋନା ଭୁତାଣୁ ଜନିତ ମହାମାରୀ ରେ ସେମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରି ସେମାନଙ୍କ ଆର୍ଥୀକ ଉନ୍ନୟନ କରାଯାଉ ।କୋଭିଡ୧୯ ଯୋଗୁଁ ସମସ୍ତ ଶିକ୍ଷା ନୁଷ୍ଠାନ ରେ ଅନଲାଇନ ବ୍ୟବସ୍ଥା ଦିଆଯାଉଥିବାରୁ ଗରିବ ଆଦିବାସୀ ଛାତ୍ରଛାତ୍ରିମାେ ଫୋର୍ ଜି ସ୍ମାର୍ଟଫୋନ, ଲାପ ଟପ ଆଭାବରେ ଅନଲାଇନ ପାଠ ପଢିପାରୁ ନାହାନ୍ତି ତେଣୁ ସରକାର ସେମାନଙ୍କୁ ମାଗଣାରେ  ମୋବାଇଲ, ଲାପଟପ ଯୋଗାଇ ଦେବା ସହ ମାଗଣା ନେଟ ପ୍ୟାକ ମଧ୍ୟ ଯୋଗାଇ ଦେଉ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗରୁ ଥିବା ଷ୍ଟାଇପେଣ୍ଡ କୁ ସରକାର ୫ ଗୁଣ କମାଇ ଦେଇଛନ୍ତି, ତେଣୁ ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଷ୍ଟାଇପେଣ୍ଡ ପୁର୍ବ ଭଳିଆ ବୃଦ୍ଧି କରାଯାଉ ବୋଲି ମହାସଂଘ ଦାବୀ କରିଛି । ଏହି ମର୍ମରେ ଆସନ୍ତା ୧୧ ନଭେମ୍ବର ୨୦୨୦ ରେ ପଦ୍ମପୁ୫ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୂଖ୍ୟ ମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ବୋଲି ମହାସଂଘର ସଭାପତି ବିଜୟ ରଞ୍ଜନ ସିଂ ବରିହା, ଉପସଭାପତି ବ୍ରଜ କିଶୋର ସିଂ ଭୋଇ, ଯୋଗେନ୍ଦ୍ର ଭୋଇ,ଭାନୁ ପ୍ରତାପ ସିଂ ମାଝୀ, ମହାସଚିବ ନିରଞ୍ଜନ ବିଶି , ଉସମନ ମୁଣ୍ଡା, ବାଳକୃଷ୍ଣ ଶବର, ପ୍ରମୋଦ ଝାଙ୍କର , ଭଦ୍ର ଚରଣ କିଶାନ,ଭଗବାନ କୁଅଁର ଓ କିଶୋର ଚନ୍ଦ୍ର ଭୋଇ ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like