-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||     

HOME   ଅପରାଧ

ଅସ୍ତବ୍ୟସ୍ତ କଲେଣି ସାଇବର‌ ଅପରାଧୀ, କଟକରୁ ଲୁଟିଲେଣି ଦେଢ଼ କୋଟି

25-Nov-2021



କଟକ: କଟକ ଉପରେ ଏବେ ପଶ୍ଚିମବଙ୍ଗ-ଝାଡ଼ଖଣ୍ତ ସୀମାରୁ ସାଇବର‌୍‌ ଅପରାଧୀମାନେ ଆଖି। କଲିକତାରୁ ଜାଲ୍‌ ପରିଚୟପତ୍ରରେ ସିମ୍‌କାର୍ଡ ଝାଡ଼ଖଣ୍ତ ଚାଲାଣ ହେଉଛି। କଲିକତା ବିପିଓ(ବିଜନେସ୍‌ ପ୍ରୋସେସ୍‌ ଆଉଟସୋର୍ସି˚) ମାଧ୍ୟମରେ ବ୍ୟାଙ୍କ୍‌ ଗ୍ରାହକଙ୍କ ନମ୍ବର ସ˚ଗ୍ରହ କରି ଝାଡ଼ଖଣ୍ତ ପଠାଯାଉଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଟୋଲ ଫ୍ରି’ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଅଭିଯୋଗ ଶୁଣାଣି ବ୍ୟବସ୍ଥା ବିପିଓ ହାତରେ ଥିବାରୁ ବିପିଓର କର୍ମଚାରୀ ହିଁ ବ୍ୟାଙ୍କ୍‌ ଗ୍ରାହକଙ୍କ ନମ୍ବର ସ˚ଗ୍ରହ କରି ଝାଡ଼ଖଣ୍ତର ସାଇବର‌୍‌ ଅପରାଧୀଙ୍କୁ ପଠାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ଝାଡ଼ଖଣ୍ତର ସାଇବର‌୍‌ ଅପରାଧୀ ଏହି ମୋବାଇଲ୍‌ ନମ୍ବର ବ୍ୟବହାର କରି ଜାଲ୍‌ ନମ୍ବରରେ କଟକର ମୁଖ୍ୟତଃ ସିଡିଏ ଅଞ୍ଚଳକୁ ଟାର୍ଗେଟ୍‌ କରୁଛନ୍ତି। କଟକକୁ ଆସୁଥିବା ଫୋନ୍‌କଲ୍‌ର ଲୋକେସନ୍‌ ଝାଡ଼ଖଣ୍ତର ଧାନ୍‌ବାଦ୍‌, ଗିର୍‌ଧି, ଦେଓଗଡ଼ ଇତ୍ୟାଦି ଅଞ୍ଚଳରୁ ଦେଖାଉଛି। କିନ୍ତୁ ଏହି ନମ୍ବର ପଶ୍ଚିମବଙ୍ଗ ବାସିନ୍ଦାଙ୍କ ନାଁରେ ଥିବା ପୁଲିସ ସିଡିଆର୍‌ରୁ ଜାଣିବାକୁ ପାଉଛି। ଗଲା ୫ବର୍ଷ ଭିତରେ କଟକ ସହରରୁ ୧ କୋଟି ୪୩ ଲକ୍ଷରୁ ଅଧିକ ଟଙ୍କା ସାଇବର‌୍‌ ଅପରାଧୀ ଲୁଟି ନେଇଥିବା ଏକ ଚିନ୍ତାଜନକ ପ୍ରସ˚ଗ ହେଲାଣି। କେବଳ ମର୍କତନଗର ଥାନା କଥା ଯଦି କୁହାଯାଏ, ତେବେ ପ୍ରତି ମାସରେ ହାରାହାରି ଦୁଇରୁ ତିନୋଟି ସାଇବର‌୍‌ ଅପରାଧଜନିତ ମାମଲା ପଞ୍ଜୀକରଣ ହେଉଥିବା ସୂଚନା ମିଳିଛି। କଟକ ସହରରେ ପ୍ରଥମଥର ପାଇଁ ବଡ଼ ଧରଣର ସାଇବର‌୍‌ ଅପରାଧ ସିଡିଏରେ ୨୦୧୬ରେ ଘଟିଥିଲା। ସେହି ବର୍ଷ ନଭେମ୍ବର ୨୬ ତାରିଖରେ ଶାଳିନୀ ଦାସଙ୍କ ମର୍କତନଗରସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ତିଆର ଜମା ଖାତାରୁ ୨୫ ଲକ୍ଷ ୧୧ ହଜାର ୮୪ ଟଙ୍କା ଗାଏବ୍‌ ହୋଇଯାଇଥିଲା। ସାଇବର ଅପରାଧୀମାନେ ଶାଳିନୀଙ୍କ ନେଟ୍‌ ବ୍ୟାଙ୍କି˚ ସହିତ ସ˚ଯୋଗ ଥିବା ମୋବାଇଲ୍‌ ନମ୍ବରକୁ କ୍ଲୋନି˚ କରି ଠକେଇ କରିଥିବା ମର୍କତନଗର ଥାନାରେ ଏତଲା ହୋଇଥିଲା। ପରେ ଫସିଥିଲେ ସିଡିଏ ସେକ୍ଟର-୭ରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତି। ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୭୮ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସନାତନଙ୍କ ନାଁରେ ଥିବା ୬ଟି ଫିକ୍ସ ଡିପୋଜିଟ୍‌ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରି ନେଇଥିଲେ। କ୍ରାଇମବ୍ରାଞ୍ଚରେ ଏ ସ˚କ୍ରାନ୍ତରେ ସେ ଚଳିତବର୍ଷ ଫେବ୍ରୁଆରି ୧୭ ତାରିଖରେ ଏତଲା ହୋଇଥିଲା।ଏଥି ସହିତ ଡାକ୍ତରଙ୍କ ନିକଟରୁ ବ୍ୟାଙ୍କର ସମସ୍ତ ଅର୍ଥ କାରବାର ନକଲ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଝାଡ଼ଖଣ୍ତ ଧାନ୍‌ବାଦ୍‌ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରୁ ଡାକ୍ତରଙ୍କ ନିକଟକୁ ସାଇବର‌୍‌ ଅପରାଧୀ ଫୋନ୍‌ କରିଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ କ୍ରାଇମବ୍ରାଞ୍ଚ କିନ୍ତୁ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଗୋଟିଏ ପଟେ ଫୋନ୍‌ ନମ୍ବର୍‌ ସୁଇଚ୍‌ ଅଫ୍‌ ଥିବା ବେଳେ ଯେଉଁ ସିମ୍‌ରେ କଥା ହୋଇଥିଲେ ଉକ୍ତ ନମ୍ବର ଏକ ଜାଲି ପରିଚୟପତ୍ରରେ କିଣାଯାଇଥିବାରୁ କ୍ରାଇମବ୍ରାଞ୍ଚ ପ୍ରକୃତ ସାଇବର‌୍‌ ଅପରାଧୀଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଚୌଧୁରୀବଜାର ଜୁବୁଲି ଟାଵାର୍‌ର ଶତାଦ୍ଦୀ ଶୁକ୍ଳା ଗଲା ଏପ୍ରିଲ ୩୦ ତାରିଖରେ ଇଣ୍ତିଆ ମାର୍ଟ ୱେବ୍‌ସାଇଟ୍‌ରେ ମାସ୍କ, ସାନିଟାଇଜର୍‌, ହ୍ୟାଣ୍ତ ଵାସ୍‌ ଇତ୍ୟାଦି କୋଭିଡ୍‌ ସାମଗ୍ରୀ କିଣିଥିଲେ। ସାଇବର‌୍‌ ଅପରାଧୀ କୌଶଳକ୍ରମେ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। ପୁରୀଘାଟ ଥାନାରେ ମାମଲା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧୀର ଖୋଜଖବର ମିଳିପାରି ନାହିଁ। ପୁଲିସ ଯେଉଁ ଉତ୍ତରପ୍ରଦେଶର ନମ୍ବର ଠାବ କରିଥିଲା ଉକ୍ତ ନମ୍ବର ବି ଜାଲି ପରିଚୟପତ୍ରରେ କିଣାଯାଇଥିବା ଜଣାପଡ଼ିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ମୁତବାକ, ଝାଡ଼ଖଣ୍ତର ପାକୁର‌୍‌, ଦେଓଗଡ଼, ଗୋଡ୍ଡା, ସାହେବଗଞ୍ଜ, ଡୁମକା, ଗିର୍‌ଧି ସମେତ ଜାମ୍‌ତାରା ଓ ଜାମ୍‌ତାରା ଜିଲ୍ଲା ନାରାୟଣପୁର, କରମାତଣ୍ତ ଏବ˚ ପଶ୍ଚିମବଙ୍ଗର ଆସାନ୍‌ସୋଲ୍‌ ଓ କଲିକତାକୁ ମାଡ଼ିଗଲେଣି ସାଇବର‌୍‌ ଅପରାଧୀ। ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗର ଅପରାଧୀଙ୍କ ମିଳିତ ସହଯୋଗରେ ସାଇବର‌୍‌ ଅପରାଧ ଓଡ଼ିଶାକୁ ମାଡ଼ିଥିବା କୁହାଯାଉଛି। ଏବେ ଥାନାଵାରି କଟକ କମିସନରେଟ୍‌ ପୁଲିସରେ ପୁଲିସ ଅଫିସରଙ୍କୁ ତାଲିମ୍‌ ଦିଆଯାଉଛି। ତେବେ, ଯଦିଓ ପୁଲିସ ଗଲା ୮ ମାସ ଭିତରେ ବ୍ୟାଙ୍କ ଓ ଅନଲାଇନ୍‌ ସପି˚ ୱେବସାଇଟ୍‌ ମାଧ୍ୟମରେ ୩୬ ଲକ୍ଷ ୫୧ ହଜାର ୪୧୯ ଟଙ୍କା ଜବତ କରିଛି, କିନ୍ତୁ ରାଜ୍ୟ ବାହାର ସାଇବର‌୍‌ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇ ପାରି ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026

You Might Also Like