-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ଢେଙ୍କାନାଳ (ତାପସ ଦାସ) : ଗତକାଲି ଢେଙ୍କାନାଳରେ ନୂତନ ଏସ୍ ପି ଭାବେ ଯୋଗଦେଲେ ୨୦୧୩ ମସିହାର ଆଇ ପି ଏସ୍ ଅଫିସର ଏଲ୍ . ଦିବ୍ୟl ଭି l ଦିବ୍ୟl ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ର ଏସ୍ ପି ରୂପେ କାର୍ଯ୍ୟ କରିଆସୁଥିଲେ । ଢେଙ୍କାନାଳର ଏସ୍ ପି କେ ଶିବା ସୁବ୍ରମଣି ଙ୍କର କ୍ରାଇମବ୍ରାଞ୍ଚ ଦିଲ୍ଲୀ କୁ ବଦଳି ହୋଇଯିବା ପରେ ଗତକାଲି ନୂତନ ଏସ୍ ପି ଭାବେ ଏଲ୍ ଦିବ୍ୟl ଭି. ଯୋଗ ଦେଇଛନ୍ତି ।