-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହାତିଲୀ ମୁଣ୍ଡା ଗ୍ରାମରେ ପୁଲିସ ଚଢାଉକରି ମଦ ଜବତ କରିବା ସହ ଜଣକୁ ଗିର‘ କରିଛି । ଅଭିଯୁ୍କ୍ତ ଜଣକ ହେଲେ ସଂଜୟ ଯୋଯୋ । ସୂଚନା ଅନୁସାରେ ଉକ୍ତ ଗ୍ରାମରେ ମଦ ବିକ୍ରି ହେଉଥିବା ଖଭର ପାଇ ଏସଆଇ ଚଂଚଲା ନାଏକ, କନେଷ୍ଟବଲ ସତ୍ୟ ପଧାନ, ତ୍ରୀଭଙ୍ଗ ମାôଝ ପ୍ରମୁଖ ଚଢାଉକରି ୫ ଲିଟର ଲଦ ଜବତ କରିବା ସହ ସଂଜୟକୁ ଗିର‘ କରିଥିଲେ । ଏନେଇ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।