-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅନ୍ତର୍ଗତ ଟେକ ପଡ଼ା ଗ୍ରାମ ଠାରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ,ଏହି ଶିବିର ରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ପଞ୍ଜୀକୃତ ତିପିଗୁଡ଼ା ଅଞ୍ଚଳ ର ଦୁଇଶହ ପଚାଶ ଶିଶୁ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।ଜୁନାଗଡ ନେତ୍ର ଚିକିତ୍ସା ଲୟ , ଲେପ୍ରା ସୋସାଇଟି ସ୍ଵାସ୍ଥ୍ୟ ଶିକ୍ଷାବିତ୍ ମନୋଜ ପରିଡ଼ା , ଦୟାନିଧି ମହାନ୍ତି , ଭିଜନ୍ ଟେକ୍ ନି ସିଆନ୍ ଉମାଶଙ୍କର ମହାରଣା ଙ୍କ ତ୍ୱତାବଧନ ରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ,ଏହି କାର୍ଯ୍ଯ କ୍ରମରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆ ର ଫିଲ୍ଡ କୋଡ଼ିନେଟର ଅଜିତ ବୁଦ୍ଧିଆ ଗୋଷ୍ଠୀ ପ୍ରେରକ ସୁବ୍ରତ ପଣ୍ଡା,ଶିକ୍ଷା ସହାୟକ ପ୍ରଭୁ ଲାଳ ସା ଓ ରତନ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।