-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||     

HOME   ଜିଲ୍ଲା

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଶିକ୍ଷକ ଦିବସ:ପ୍ରଶଂସା କଲେ ପରିବହନ କମିଶନର ଅରୁଣ ବୋଥ୍ରା

01-Nov-2021



ବରଗଡ଼ (ନିରଞ୍ଜନ ତ୍ରିପାଠୀ) :ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ଦିବସ କୁମାର ସାହୁ ଜଣେ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଜଣେ ସୁନାଗରୀକର କର୍ତ୍ତବ୍ୟ ପାଳନ କରିଛନ୍ତି.ଏହି କାମକୁ ଓଡ଼ିଶା ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ପ୍ରଶଂସା କରିବା ସହ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ତିନିଦିନ ମଧ୍ୟରେ ପୁରସ୍କାର ପ୍ରଦାନ କରିବାକୁ ଟ୍ୱିଟ ମାଧ୍ୟମରେ ଜଣେଇଛନ୍ତି..  ସୂଚନା ଅନୁଯାୟୀ ଶନିବାର ରାତି ୭ ଟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡ଼ରେ ପଡିରହିଥିଲେ. କିଛି ସ୍ଥାନୀୟ ଯୁବକ ତାଙ୍କୁ ଦେଖିବା ପରେ ଆମ୍ବୁଲାନ୍ସକୁ ଫୋନ କରିବା ପରେ ବିଜେପୁର ପାଖରେ ଥିବା ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କ ସେବାରେ ବ୍ୟସ୍ତ ଥିବା ଜାଣିଥିଲେ.ସେଠାରେ ଉପସ୍ଥିତ ଥିବା ଅଶ୍ୱିନୀ ଦାସ ନାମକ ଯୁବକ ଶିକ୍ଷକ ଦିବସ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ, ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜାଣି ସେ ଶୀଘ୍ର ଘଟଣାସ୍ଥଳକୁ ପହଞ୍ଚିଥିଲେ. ସେଠାରେ ଯାଇ ଦେଖିଲେ ଯେ ବ୍ୟକ୍ତିଜଣଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା ଯାହାଫଳରେ ମୁହଁ ଭୟଙ୍କର ଦିଶୁଥିଲା. ଦିବସ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଅଙ୍ଗବସ୍ତ୍ର ମାଗି ମୁହଁରେ ଭିଡ଼ିଥିଲେ ଏବଂ ବାଇକ ପଛରେ ଆହତ ବ୍ୟକ୍ତିଙ୍କୁ ବସେଇ ପଛରେ ଆଶ୍ୱିନୀଙ୍କୁ ବସିବା ପାଇଁ କହି ବିଜେପୁର ଡାକ୍ତରଖାନାକୁ ନେଇଥିଲେ.ପଚରାଉଚରା କରିବାପରେ ଜଣାପଡିଲା ଯେ ବ୍ୟକ୍ତି ଜଣକ ହେଉଛନ୍ତି ବିଜେପୁର ବ୍ଲକ ଲାଉମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚେରେଙ୍ଗାମୁଣ୍ଡା ଗ୍ରାମର ଏବଂ ବାଦୀପାଲି ଗାଁ ଠାରୁ ତାଙ୍କ ଗାଁକୁ ଯାଉଥିଲେ. ଆହତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ଡାକ୍ତରଖାନାକୁ ନେଉଥିବା ଉଭୟ ବ୍ୟକ୍ତିଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ କିନ୍ତୁ ବ୍ୟକ୍ତିଙ୍କ ଅତ୍ୟଧିକ

ରକ୍ତ କ୍ଷରିତ ହୋଇଯାଇଥିବା ଯୋଗୁଁ ତୁରନ୍ତ ଡାକ୍ତରଖାନାକୁ ନେବାପାଇଁ ଏସବୁ କଥା କୁ ଶୁଣିନଥିଲେ ଶିକ୍ଷକ ଦିବସ. ପରେ ବିଜେପୁର ଡାକ୍ତରଖାନାରେ ତାଙ୍କର ଡ୍ରେସିଂ କରାଗଲା ଏବଂ ୧୦ ଟି ଷ୍ଟିଚ ପଡ଼ିଲା,ଓଠ ମଧ୍ୟରେ ଥିବା ମାଂସ କଟିଯାଇଥିଲା. ନିଶାଯୋଗୁଁ ଏସବୁକୁ ମଧ୍ୟ ସାହିଯାଉଥିଲେ ଆହତ ବ୍ୟକ୍ତି.ଚିକିତ୍ସା ସରିବା ପରେ ଡାକ୍ତରଖାନାରୁ ଘରକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଲେ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ଉଭୟେ ଆହତଙ୍କୁ ତାଙ୍କ ଗାଁ ନେବାକୁ ବାହାରିଲେ.ରାସ୍ତାରେ ଫେରିଲା ବେଳେ ନିଶାସକ୍ତ ବ୍ୟକ୍ତି ଜଣକ ପୁଣି ତାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ମୋତେ ବଳୀ ଦେବାପାଇଁ ନେଉଛ ବୋଲି ମୁହଁରେ ଥିବା ବ୍ୟଣ୍ଡେଜ କାଢ଼ିଦେଲେ ଯାହାଫଳରେ ପୁଣିଥରେ ରକ୍ତସ୍ରାବ ହେଲା. ଶିକ୍ଷକ ଦିବସ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମଦ୍ୟପ ଆହତ ଙ୍କୁ ନେଇ ବିଜେପୁର ଥାନାରେ ଜିମା ଦେଲେ..ବିପରୀତ ପରିସ୍ଥିତିରେ ମଧ୍ୟ ହତୋତ୍ସାହିତ ନହୋଇ ଆହତ ଜଣକୁ  ଦୁର୍ଘଟଣାରେ ଆହତଙ୍କ ଜୀବନ ମୃତ୍ୟୁ ମଧ୍ୟରେ ରହୁଥିବା  "ଗୋଲ୍ଡେନ ଆହ୍ଵାର" ଭିତରେ ଉଦ୍ଧାର କରି ଶିକ୍ଷକ ଦିବସ କୁମାର ସାହୁଙ୍କ ଏଭଳି କାର୍ଯ୍ୟକୁ ବିଜେପୁର ଥାନାଧିକାରୀ ଉଚ୍ଚ ପ୍ରଶଂସା କରିଥିଲେ.


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026

You Might Also Like