-+91-9937148622 |

prerana_bgr@rediffmail.com |

  Thursday 30th July 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||     

HOME   ଜିଲ୍ଲା

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

01-Nov-2021



ବରଗଡ(ନିରଞ୍ଜନ ତ୍ରିପାଠୀ) :-କୋସଲ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧୋତ୍ସବ ଆଗାମୀ ନଭେମ୍ବର କୋଡିଏ ତାରିଖରେ ଆନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ  ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଗୁରୁ ଭଗବାନ ସାହୁ ସ୍ମୃତି କମିଟୀ ର କାର୍ଯ୍ଯକାରୀ ସଭାପତି ଶ୍ରୀଯୁକ୍ତ କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ସଂପାଦକ  ପ୍ରଦୀପ ଦେବତା ଉଦ୍ଦେଶ୍ଯ ଜ୍ଞାପନ ପରେ କମିଟି ର ଆଗାମୀ କାର୍ଯକ୍ରମ ଉପରେ ତର୍ଜମା କରାଯାଇଥିଲା । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀ ର  ପଂଜିକରଣ, ନିୟମାବଳୀ ପ୍ରସ୍ତୁତ କରିବା ଉପରେ କର୍ମକର୍ତ୍ତାମାନେ ଜୋର ଦେଇଥଲେ। ଶ୍ରୀଯୁକ୍ତ ଯୁଗଳ କିଶୋର ସିଂ କମିଟୀ ପୁନର୍ଗଠନ  ଉପରେ ମତ ରଖି ଏକ ଦକ୍ଷ ପ୍ରଭାବୀ,ସୁସଂଗଠିତ ତଥା ଲୋକାଭିମୁଖୀ କମିଟୀ ଗଠନ କରାଯିବାକୁ ପ୍ରସ୍ତାବ ଦେବାପରେ ଉପସ୍ଥିତ କର୍ମକର୍ତ୍ତା କରତାଳି ଦେଇ ସମର୍ଥନ କରିଥିଲେ । ନୂତନ କମିଟୀ ପୁନଃଗଠନ କରିବା ଦାୟିତ୍ୱ ଗୁରୁଙ୍କ ପଟ୍ଟଶିଷ୍ୟ ଶ୍ରୀଯୁକ୍ତ ଦଧିବାମନ ଶତପଥି ଓ ଶ୍ରୀଯୁକ୍ତ ଲୁଲୁ ରବୀନ ଦାସଙ୍କୁ ଦାୟିତ୍ୱ ଅର୍ପଣ ତଥା  ଶ୍ରୀଯୁକ୍ତ ପ୍ରଦୀପ ଦେବତା,ଶ୍ରୀଯୁକ୍ତ କେଦାର ମିଶ୍ର,ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ,ଶ୍ରୀଯୁକ୍ତ ତେଜରୁ ବାରିକ ସହଯୋଗ କରିବାକୁ ସ୍ଥିର କରାଗଲା । ଏହାପରେ ଆଗାମୀ ନଭେମ୍ବର କୋଡିଏ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗୁରୁଙ୍କ ଶ୍ରାଦ୍ଧୋତ୍ସବ ସୌଖିନ ରଂଗମଂଚ ରେ କରା ଯିବାକୁ ସ୍ଥିର କରାଯାଇ ଏଥିରେ ସ୍ମୃତି ସଭା,ଆଲୋଚନା,ଶବ୍ଦ ନୃତ୍ଯ ପରିବେଷଣ ଓ ବ୍ଯଙ୍ଗକବି ସମ୍ମିଳନୀ କରିବାକୁ ସ୍ଥିର କରାଗଲା । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ  ସର୍ବଶ୍ରୀ ମାମରାଜ ସ୍ବାଇଁ,ତୁଳସୀ ଚରଣ ଦାଶ,ଭାଗବତ ପଧାନ,ସଂଖ୍ୟାକାରୀ ନାଏକ,ତୀର୍ଥବାସୀ ସେଟ୍‌,ଗଦାଧର ବରିହା,ନୀତିଶ ଚନ୍ଦ୍ର ଆଚାର୍ଯ୍ୟ,ଶିବାନଂଦ ମଟାରୀ,ମନୋରଂଜନ ଲୁହା,ଅମୃତ ବାରିକ ପ୍ରମୂଖ ଅଂଶଗ୍ରହଣ କରି ଥିଲେ । ଶେଷରେ ତେଜରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026
  ରାଜ୍ୟ  
ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   29-Jul-2026
  ଜିଲ୍ଲା  
ଗୁରୁ ପୁର୍ଣିମା ଦିବସ ପାଳିତ   29-Jul-2026
  ଜିଲ୍ଲା  
ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   29-Jul-2026
  ଜିଲ୍ଲା  
*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   29-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   29-Jul-2026
  ଜିଲ୍ଲା  
*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   29-Jul-2026
  ଜିଲ୍ଲା  
କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   29-Jul-2026
  ଜିଲ୍ଲା  
*ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   29-Jul-2026
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026

You Might Also Like