-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ଢେଙ୍କାନାଳ(ତାପସ ଦାସ) -ଗୁଇନ୍ଦା ବିଭାଗର ନିର୍ଦେଶ ରେ ଟାଉନ ଥାନା ତରଫରୁ ଷ୍ଟେସନ ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ 18ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି, ଏହି ଵେବସାୟରେ ସମ୍ପୂକ୍ତ ତିନି ଜଣ ଙ୍କୁ ପୋଲିସ ଗିରଫ କରି,କୋର୍ଟ ଚାଲାଣ କରିଛି, ଚଢ଼ାଉ ସମୟରେ ମାଜିଷ୍ଟେଡ଼ ଓ ସାକ୍ଷୀ ଉପସ୍ଥିତ ରହି ଚଢାଉ ରେ ଅଂଶ ଗ୍ରହଣ କରିଥିଲେ, ସହର ରେ ଦିନକୁ ଦିନ ବ୍ରାଉନ ସୁଗାର ଵେବସାୟ ବଢ଼ିବାରେ ଲାଗିଛି, 4ଦିନ ତଳେ କାମାକ୍ଷା ନଗର ଚଢ଼ାଉ କରାଯାଇଥିଲା,