-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ) ରାଜବୋଡାସମ୍ବର ପଦ୍ମପୁର ବ୍ଳକ ଅଧିନସ୍ଥ ଘନାମାଲ ସ୍କୁଲ କୁ ସୁଚାରୁରୂପେ ପରିଚାଳିତ କରିବାପାଇଁ ଏକ ସ୍କୁଲ ପରିଚାଳନା କମିଟି ଗଠନ କରାଯାଇଛି lସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ରାମନାରାୟଣ ସାହୁ ଙ୍କ ସହ
ସ୍କୁଲ ର ଅଧ୍ୟକ୍ଷ ଭାବେ ରାଜକିଶୋର ମୁଣ୍ଡ ଙ୍କ ସଦସ୍ୟ ଭାବରେ ସଞ୍ଜିବ ଗଡତିଆ,କଙ୍ଗାଲୁ ଶବର, ସୁରେନ୍ଦ୍ର ସାହୁ ପ୍ରମୁଖ ଙ୍କୁ ଦାୟିତ୍ଵ ପ୍ରଦାନକ୍ଷଣି ତୁରନ୍ତ ଆଜି ସ୍କୁଲ ଅଞ୍ଚଳ ସଫେଇ କାର୍ଯ୍ୟକ୍ରମ କରିଥିବାର ଜଣାଯାଏ lଆଗକୁ ସ୍କୁଲ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ତତ୍ପର ହୋଇ କାର୍ଯ୍ୟ କରିବାକୁ ଶ୍ରୀମାନ ମୁଣ୍ଡ ଜଣାଇଛନ୍ତି l