-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ରାଉରକେଲା, (ପ୍ରେରଣା ଖବର) - ରାଉରକେଲା ସହରର ସମସ୍ତ ୬ଟି ଆହାର କେନ୍ଦ୍ରର ପରିଚାଳକ ଦାୟିତ୍ଵ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ପ୍ରଦାନ କରାଗଲା। ଦୁଇଟି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ଵ ଆଜି ଠାରୁ ଦୁଇଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆରମ୍ଭ କଲେ। IGH ଓ RGH ନିକଟରେ ଥିବା ଦୁଇଟି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ଵ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆରମ୍ଭ କଲେ। ଦାୟିତ୍ଵ ପାଇବା ପରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଖୁସି ହେବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ।