-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ବାଲେଶ୍ବର: ବଙ୍ଗୋପସାଗର କୂଳରୁ ପରୀକ୍ଷା ହେଲା ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହୋଇଥିବା ଟାର୍ଗେଟ୍ ମିସାଇଲକୁ ଯୁଦ୍ଧ ବିମାନରୁ ଲକ୍ଷ୍ୟଭେଦ କଲା ଋଷ ମିସାଇଲ । 10 କିଲୋମିଟର ମଧ୍ୟରେ କଲା ଲକ୍ଷ୍ୟଭେଦ ।