-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
29-Sep-2020
ଝାରପଡା ଜେଲ ରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି ଆଜାଦ । ଦୁଇ ଦିନ ତଳେ ଜେଲ କର୍ତ୍ତୃପକ୍ଷ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଆଜାଦ ଙ୍କ ସହ ଅନ୍ୟ ୧୩ ଜଣ ବିଚାରାଧୀନ ବନ୍ଦୀ ମଧ୍ୟ କରୋନା ପଜିଟିବ ଥିବା ଜଣାପଡିଛି । ସମସ୍ତ କୋଭିଡ ପଜିଟିଭ ଜେଲ ଭିତରେ ଥିବା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ସଂକ୍ରମଣ କୁ ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଜେଲ କ୍ୟାମ୍ପସ କୁ ସାନିଟାଇଜ କରାଯାଇଥିବା ଜେଲ ସୁପରିଟେଣ୍ଡେଣ୍ଟ ଡି.ଏନ .ବାରିକଙ୍କ ସୂଚନା ।