-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ନବରଙ୍ଗପୁର- କଡ଼ିଙ୍ଗା ପାପଡାହାଣ୍ଡି ରାସ୍ତାରେ ଥିବା ଦାନୀଗୁଡାଗାଁ ନିକଟ ମଲ୍ଲିକ ପେଟ୍ରୋଲ ପମ୍ପରୁ ଲୁଟ।୩ ଜଣ ଦୁବୃତ ଗୋଟିଏ ବାଇକରେ ଆସି ଗୁଳି ଫୁଟାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା। କଡ଼ିଙ୍ଗା ଥାନା ଅଞ୍ଚଳର ଘଟଣା। ପୋଲିସ ତନାଘନା ଜାରି।