-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ରାଜ୍ଯରେ ୨ଲକ୍ଷ ୮୦ହଜାର ପାର୍ କଲା କରୋନା ଆରୋଗ୍ୟ ସଂଖ୍ୟା ।ଆଜି ଗୋଟିଏ ଦିନରେ ୧୪୬୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୨,୮୦,୫୫୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!!*