-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ଭୁବନେଶ୍ବର ((ଶୁଭାଶିଷ ନାୟକ) ପାର୍ବଣ ର ପ୍ରଭାବ ୭ ଦିନ ରୁ ୧୦ଦିନ ଭିତରେ ଜଣାପଡିବ। ପାର୍ବଣ ରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ଜମାଈଥିଲେ। ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ସେଭଳି କିଛି ସଂକ୍ରମଣ ବଢିବାର ଆଶଙ୍କା ବଢେ ତେବେ ସର୍ଭେଲାନ୍ସ କୁ ଜୋରଦାର କରାଯିବ। ଗ୍ରାମାଞ୍ଚଳ ରେ ଆଶା ଓ ସହରାଞ୍ଚଳରେ ମୁନିସିପଲଟି କତ୍ତୃପକ୍ଷ କଡା ନଜର ରଖିଛନ୍ତି। ସେଭଳି କିଛି ସଂକ୍ରମଣ ର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି l