-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ଆଉ ଜଣେ ବଣମଲ୍ଲି ବିରଜିନି

29-Sep-2020



ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଝିଅ ନିମିତା ମେଲେକା କିଛିଦିନ ତଳେ ସୁମଧୁର ଗୀତ ଗାଇ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ପରି ଆଉ ଜଣେ ବଣମଲ୍ଲି ବିରଜିନି ୩ଟି ଭାଷାରେ ଗୀତ ଗାଇ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି। ତାଙ୍କର ବୟସ ମାତ୍ର ୧୭ ବର୍ଷ। ଘର ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ଆମ୍ବାବାଡି ଗ୍ରାମରେ। ତାଙ୍କର ପୁରନାମ ବିରଜିନି ଶବର। ସେ ହିନ୍ଦୀ, ତେଲୁଗୁ ଓ ଓଡ଼ିଆ ଗୀତ ବୋଲିବାରେ ପ୍ରବିଣ। ଅତି ସୁନ୍ଦର କଣ୍ଠ ଓ ନିପୂଣ ଭାବେ ଗୀତ ଗାଉଥିବାରୁ ଜଣେ ପେଷାଦାର କଣ୍ଠଶିଳ୍ପୀଙ୍କ ଝଲକ ତାଙ୍କ ମଧ୍ୟରେ ବାରି ହୋଇପଡୁଛି। ଏତେ ଅଳ୍ପ ବୟସରେ ଅବିଭକ୍ତ କୋରାପୁଟ ଜିଲାରେ ବିରଜିନିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଜଣାଶୁଣା କଣ୍ଠଶିଳ୍ପୀଙ୍କ ଭଳି ସେ ସଙ୍ଗୀତ ପରିବେଷଣ କରୁଛନ୍ତି।*
*ତାଙ୍କ ପରିବାର ଆର୍ଥିକ ପରିସ୍ଥିତି ଦୟନୀୟ। ତାଙ୍କ ମା’ କସ୍ତୁରୀ ଶବର ପେଷାରେ ଜଣେ ଆଶାକର୍ମୀ। ବାପା ଜାଗିଲି ଶବର ଶ୍ରମିକ ରୂପେ ସ୍ଥାନୀୟ ଅଞ୍ଚଳରେ କାମଧନ୍ଧା କରି ପରିବାର ପ୍ରତିପୋଷଣ କରୁଛନ୍ତି। ପାରିବାରିକ ଅନାଟନ ଯୋଗୁଁ ଘରେ ରହି ପାଠପଢା ସହ ସଙ୍ଗୀତକୁ ସମୟ ଦେବା ବିରଜିନିଙ୍କ ପାଇଁ ଅସମ୍ଭବ ହୋଇପଡୁଛ। ପାଠ ସହ ସଙ୍ଗୀତ ଶିଖିବାର ଦୃଢ ଇଛା ପାଇଁ ତାଙ୍କୁ ଘରୁ ବାହାରରେ ରହିବାକୁ ପଡିଥିଲା। ବିଦ୍ୟାଳୟରେ ପ୍ରାର୍ଥନା ବୋଲିଲା ବେଳେ ସ୍କୁଲ ଛାତ୍ରୀ ନିବାସ ମାଟ୍ରନ ତଥା ସ୍ୱେଚ୍ଚାସେବୀ ଅନିତା ସାହୁଙ୍କ ନଜର ତାଙ୍କ ଉପରେ ପଡିଥିଲା। ବିରଜିନିଙ୍କ ପରିବାରର ଆର୍ଥିକ ଅଭାବ ଯୋଗୁଁ ପଠାପଢାରେ ବାଧକ ସାଜୁଥିବାରୁ ଶ୍ରୀମତି ସାହୁ ବିରଜିନିଙ୍କୁ ନିଜ ଘରକୁ ଆଣି ତାଙ୍କ ପଠପଢାରେ ସହଯୋଗ କରିଛନ୍ତି। ବିରଜିନି ଗୁଣପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ କରି ଚଳିତ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଠ, ଗୀତକୁ ନିଜଠୁ କେବେ ଅଲଗା କରିନାହାନ୍ତି। ଗୀତଗୁଡିକୁ ଅତି ନିପୁଣ ଭାବେ ଗାଉଥିବାରୁ ସାମାଜିକ ଗଣମାଧ୍ୟମରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏଥିପାଇଁ ଥରେ ନବୀନ ନିବାସରୁ ବିରଜିନିଙ୍କୁ ଫୋନ ଯୋଗେ ପ୍ରଶଂସା କରାଯାଇଥିଲା। ପରବର୍ତ୍ତି ସମୟରେ ଚଳିତ ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାୟଗଡା ଗସ୍ତ ସମୟରେ ତାଙ୍କୁ ଷ୍ଟେଜରେ ଗୀତ ପରିବେଷଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଗସ୍ତ ଦିନ ବିରଜିନି ମୁଖ୍ୟମନ୍ତ୍ରୀଙ୍କ ଆସିବା ପୂର୍ବରୁ ସୁନ୍ଦର ମନୋରମ ଭଳିକି ଭଳି ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମିଶନ ଶକ୍ତି ନିର୍ଦେଶିକା ତାଙ୍କ ଗୀତରେ ମନ୍ତ୍ରମୁଗ୍ଧ ହୋଇ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ। ତାଙ୍କୁ ଆଗାମୀ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ମଧ୍ୟ କରିଥିଲେ। ପରେ ସେ ବଲାଙ୍ଗିରଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଫଳରେ ତାଙ୍କୁ ମାଗଣା ଉଚ୍ଚ ଶିକ୍ଷା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।*
*ବିରଜିନିଙ୍କ ପ୍ରତିଭା ବିଷୟରେ ଖବର ପାଇ ଆକାଶବାଣୀ ଜୟପୁରୁ ତାଙ୍କୁ ରେଡିଓରେ ଗୀତ ପରିବେଷଣ କରିବାର ସୁଯୋଗ ମିଳିଥିଲା। ସଙ୍ଗୀତକୁ ବ୍ରତ ଭଳି ମାନି ନେଇଛନ୍ତି ବିରଜିନି। ଗୀତ ଗାଇ ଲୋକଙ୍କ ମନ ଜିଣିପାରିଛନ୍ତି। ଆଦିବାସୀ ଅଧ୍ୟୁସିତ ଜିଲାରେ ସଙ୍ଗୀତ କ୍ଷେତ୍ରରେ ସୁଯୋଗ ନ ମିଳିବାରୁ ବିରଜିନିଙ୍କ ଭବିଷ୍ୟତ ଅନ୍ଧକାରମୟ ଆଡକୁ ଟାଣୁ ହେଉଛି। ଏହି ବଣମାଲ୍ଲି ବଣରେ ପ୍ରସ୍ଫୁଟିତ ହୋଇ ଝଡି ନ ଯାଉ ବୋଲି ସାଧାରଣରେ କୁହାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like