-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
ଟିଟିଲାଗଡ(ପ୍ରେରଣା ଖବର ): ଆଜି ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି ଶିକ୍ଷୟିତ୍ରୀ ଜଣକ ସଇଁତଳା ବିଇଓ ଅଫିସକୁ ଯାଉଥିବା ବେଳେ ଅଫିସ ଆଗରୁ ହାଠାତ ଟଙ୍କା ଛଡ଼ାଇ ନେଲେ ୨ ଦୁର୍ବୃତ୍ତ l ବ୍ୟାଙ୍କରୁ ଟଙ୍କା ଉଠାଇ ବିଇଓଙ୍କ ଅଫିସକୁ ଆସୁଥିଲେ ଶିକ୍ଷୟିତ୍ରୀ