-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
17-Sep-2021
ଢେଙ୍କାନାଳ (ତାପସ ଦାସ ): ଗାଡ଼ି ଚୋରି ଅଭିଯୋଗରେ ଯୁବକ ଗିରଫ। ଯୁବକ ଜଣ ଙ୍କ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ହାଟ ବାଇଁଶିଆ ଗ୍ରାମ ର ଧର୍ମେନ୍ଦ୍ର ସ୍ବାଇଁ।ଏକ ମାମଲା ରେ ଧର୍ମେନ୍ଦ୍ର କୁ ଥାନା କୁ ଆଣିଥିଲା ପୋଲିସ୍। ପୋଲିସ୍ ବୋଲେରୋ ଗାଡ଼ିରେ ଚାବି ଛାଡି ଡ୍ରାଇଭର ଜଣଙ୍କ ପାଣି ପାଇଁ ଯିବା ସମୟରେ ଏହାର ସୁଯୋଗ ନେଇ ଗାଡି ଟିକୁ ନେଇଯିବାରେ ସଫଳ ହୋଇଥିଲା ଦୁର୍ବୃତ୍ତ।