ଲୋଇସିଂହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ଲୋଇସିଂହା ସଦର ଗୋଷ୍ଠୀ ଚିକିତ୍ସାଲୟରେ ବିଜେପି ପକ୍ଷରୁ ରୋଗୀ ମାନଙ୍କୁ ଫଳବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଏହି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସହଯୋଗ କରିଥିଲେ ବିଜେପିର ଗୌରାଙ୍ଗ ନାଏକ, ରାଜୁ ସାହୁ, ଭୂତନାଥ ନାଏକ, ବହାଦୁର ନନ୍ଦ, ଗୌତମ କୁଅଁର, ଶଙ୍କର ସାହୁ, ପ୍ରଶାନ୍ତ ସାହୁ, ସୋମନାଥ ପଧାନ, ରଶ୍ମିରଞ୍ଜନ ପଧାନ ସହ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ପ୍ରତିମା ସୋରେନ ମେଡମ ଉପସ୍ଥିତ ଥିଲେ l "/>
-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2021