-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||     

HOME   ରାଜନୀତି

ଅର୍ଥନୈତିକ ବିକାଶ  ଓ କୃଷି ଭିତ୍ତିକ ନିଯୂକ୍ତି ସୃଷ୍ଠି କରିବା ଅସଲି ଜନ ପ୍ରତିନିଧିର କର୍ତ୍ତବ୍ଯ: ଅର୍କେଶ 

02-Sep-2021



ବଲାଙ୍ଗିର : ସଦର ବ୍ଲକ  ବୈଦିପାଲି ପଞ୍ଚାୟତ ବରଗାଁ ପଡିଆ ଠାରେ ବଲାଙ୍ଗିର ସଦର ବ୍ଲକ ଜିଲ୍ଲାପରିଷଦ ଜୋନ ୨୩ ର ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ନେତୃତ୍ବ ରେ ପୁର୍ବତନ ସାସଂଦ ଙ୍କ ବ୍ଲକ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ହୋତାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦଳର ସଙ୍ଗଠନ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ସମସ୍ତ ନେତୃବୃନ୍ଦ ମତବ୍ୟକ୍ତ କରିଥିବା ବେଳେ ଜଣେ ଜନ ପ୍ରତିନିଧି ର କର୍ତ୍ତବ୍ଯ ଓ ଲୋକସମ୍ପର୍କ ତଥା ଜନସାଧାରଣ ଙ୍କ  ସମସ୍ଯା କୁ

ତୃଣମୂଳ ସ୍ତରରେ କିଭଳି ଦୁର କରାଯାଇ ଲୋକଙ୍କ  ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇ ପାରିବ ତା ପ୍ରତି ଗୁରୁତ୍ବ ଦେଇ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ କହିଥିଲେ ନାଳ ନର୍ଦମା ରାସ୍ତା ଘାଟ ର ମରାମତି ବା ନବିକରଣ ଓ ସରକାରି କୋଠା ନିର୍ମାଣ କରିବା କି ଗ୍ରାମାଞ୍ଚଳ ରେ ଏଲିଡି ଲାଇଟ ଲଗାଇବା  ଜଣେ ବିଧାୟକ ଙ୍କ କର୍ତ୍ତବ୍ଯ  ନୁହେଁ କାରଣ ତାହା ସବୁ ରାଜ୍ଯ ସରକାରଙ୍କ ବିଭିନ୍ନ କାର୍ଯ୍ଯ ଅନୁଯାଇ ବିଭାଗ ରହିଛି ତାଙ୍କରି ବିଭାଗ ପକ୍ଷରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସରପଞ୍ଚ ଓ ପଞ୍ଚାୟତସଭ୍ଯ ତଥା ୱାର୍ଡମେମ୍ବର ମାନଙ୍କ  କର୍ତ୍ତବ୍ଯ ରହିଥାଏ । ତେଣୁ  ନିଜ ଅଞ୍ଚଳ ରେ ନିଯୁକ୍ତି ର ସୁଯୋଗ , ଉପଯୋଗୀ ଚାଷ ପାଇଁ ଚାଷିଙ୍କ ସୁବ୍ଯବସ୍ଥାକରଣ , କୃଷିଭିତ୍ତିକ ଶିଳ୍ପ , ଚାଷ ପାଇଁ ବିଭିନ୍ନ ସ୍ଥାନରେ ଜଳସେଚନ ପ୍ରକଳ୍ପ ର ବ୍ଯବସ୍ଥା କରିବା  ସହିତ ବଲାଙ୍ଗିର ରେ ପଡିରହିଥିବା ଚିନିକଳର  ପୁନରୁଦ୍ଧାର ପାଇଁ ପ୍ରଚେଷ୍ଠା କରିବା  ଗାଁ ଗାଁ ରେ  ଶାନ୍ତି ମୈତ୍ରୀ ର ବାତାବରଣ ସୃଷ୍ଟି କରି ସମାଜ କଲ୍ୟାଣ  କର୍ମ କରିବା ହିଁ ଜଣେ ବିଧାୟକ ଙ୍କ ପ୍ରକୃତ କର୍ତ୍ତବ୍ଯ  ବୋଲି କହିବା ସହିତ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇ କହିଥିଲେ ଆପଣ ମାନେ ନିର୍ଭୟ ର ସହିତ ଜନସାଧାରଣଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ଆମକୁ ସାମିଲ କରାନ୍ତୁ ଓ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନହିତକର ଯୋଜନାକୁ ସର୍ବସାଧାରଣ ରେ ପହଞ୍ଚାନ୍ତୁ ଓ ଆଗାମୀ ନିର୍ବାଚନ ରେ ଏକଯୁଟ ତଥା ସୁସଙ୍ଗଠିତ ହୋଇ ନିର୍ବାଚନରେ ଲଢେଇ କଲେ କୌଣସି ଅଦୃଶ୍ଯ ଶକ୍ତି ଆପଣଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରି ପାରିବ ନାହିଁ ବୋଲି କହିବା ସହିତ ସମସ୍ତ ପଞ୍ଚାୟତ ରେ ସରପଞ୍ଚ ଓ ସମିତି ସଭ୍ଯ ନିର୍ବାଚିତ କରିବା କୁ ସପଥ ନିଅନ୍ତୁ ବୋଲି ବକ୍ତବ୍ଯ ରଖିଥିଲେ ଯୁବ ନେତା ଅର୍କେଶ । ଆଜି ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ବ ତଥା ସ୍ବଭାବ ରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବରେ ବୈଦିପାଲିର ସନ୍ତୋଷ କୁମାର ସାହୁ ଏବଂ ଶିବତଲା ର ବିକାଶ ଛତ୍ରିଆ ଙ୍କ ନେତୃତ୍ବ ରେ ଅନେକ କର୍ମକର୍ତ୍ତା

କଂଗ୍ରେସ ଓ ବିଜେପିରୁ ସ୍ୱତଃପ୍ରବୃତ୍ତ ଭାବରେ ବିଜେଡ଼ିରେ ସାମିଲ ହୋଇଥିଲେ ।  ସଭାରେ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ,ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ପରିଷଦ ସଭ୍ଯ ସତ୍ଯନାରାୟଣ ଭୋଇ ,  ଜିଲ୍ଲା ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତି , ସମ୍ପାଦକ କୁଳମଣି ମେହେର, ସୁଶୀଲ ଚାନ୍ଦ , ଲକ୍ଷ୍ମଣ ମେହେର, ନିହାର ରଞ୍ଜନ ସ୍ବାଇଁ , ବାଲକୃଷ୍ଣ ବେହେରା , ସାଗର ସଂଗମ ଶତପଥୀ , ରାଜ୍ଯ ଛାତ୍ର ସମ୍ପାଦକ ସୁମନ ନନ୍ଦ , ଶିବ ପ୍ରସାଦ ବେହେରା , ଅସରଫ ଖାନ , ବଟୁ ସିଂ , ପିଙ୍କୁ ପଧାନ , ନରେନ୍ଦ୍ର ପାତ୍ର , ସୋମନାଥ ରାଉତ , ପାଲେଶ୍ବର ଭୋଇ , ଅର୍ଜୁନ ଛତ୍ରିଆ  ତଥା ଅନେକ ନେତୃବୃନ୍ଦ ମତବ୍ୟକ୍ତ କରିଥିବା ବେଳେ ବ୍ଲକ ଯୁବ ସଭାପତି ଆଶୀର୍ବାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପଞ୍ଚାୟତ ରୁ ଶତାଧିକ କର୍ମକର୍ତ୍ତାଙ୍କ ସମାଗମ ହୋଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026

You Might Also Like