-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
21-Aug-2021
ବରଗଡ଼ (ମୁକୁନ୍ଦ ଦାସ) ପଣ୍ଡରି ତରାଇ ଓ କନକ ବିରା ମଧ୍ୟ ଦେଇ ଯାଇଥିବା ରାସ୍ତା ରେ ଏକ ଅଜଣାବୃଦ୍ଧା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ। ବାନବିରା ସରପଞ୍ଚ ଓ ସ୍ଥାନୀୟ କିଛି ଯୁବକ ମାନଙ୍କ ସହଯୋଗ ରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଛି। ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା ଚାଲିଥିବା ବେଳେ ନିଷ୍ଠା ପରିବାର ଦ୍ଵାରା ସେବା ପ୍ରଦାନ କରାଯାଉଛି। ପୂର୍ବାପେକ୍ଷା ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ରେ ଉନ୍ନତି ହୋଇଛି।ତାଙ୍କ ର କୌଣସି ପରିଚୟ ମିଳିପାରିନାହିଁ।