-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2021
ବଲାଙ୍ଗିର(ପ୍ରେରଣା ଖବର) : ଗତ ଅଗଷ୍ଟ ୧୫ ତାରିଖ ରେ ପବିତ୍ର ୭୫ ତମ ସ୍ବାଧିନତା ଦିବସ ଅବସରରେ ବଲାଙ୍ଗିର ସଦର ବ୍ଳକର ଜାତୀୟ ପତାକା ଉତ୍ତୋଳନ ସହ ନୂତନ ଖୋଲା ମିଟିଂ ହଲ ଉଦଘାଟିତ ହୋଇଯାଇଛି l ପୂର୍ବତନ ଅଧ୍ୟକ୍ଷ
ମାନଙ୍କ ଫଟୋଚିତ୍ର ଉନ୍ମୋଚନ ଓ ସର୍ବୋପରି ସମସ୍ତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ।ଏ ସମସ୍ତ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାପ ବାଗ ଓ ବିଡ଼ିଓ ରାମଦତ୍ତ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଏ ଅବସରରେ ବ୍ଲକ ର ସମସ୍ତ ସମିତି ସଭ୍ୟ ସଭ୍ୟା, କର୍ମଚାରୀ ଉପସ୍ଥିତ ଥିଲେ ।