-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲ, ବରଗଡ଼ର ୮୪ ଜଣ ଛାତ୍ରଛାତ୍ରୀ ୯୫% ଏବଂ ୨୮୧ ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ ମାର୍କ ସହ ସ‘ଳ- ୯୯.୨% ସହ ଦେବ ଦର୍ଶନ ପାଢ଼ୀ ଓ ୯୯% ସହ ନବ୍ୟା ନବେଲୀ ଆଚାର୍ଯ୍ୟ ବିଜ୍ଞାନରେ ଟପ୍ପର୍ ଏବଂ  ୯୮.୨% ସହ ସ୍ନେହା ଲାଠ ଓ ୯୮% ସହ ତନିଷା ଅଗ୍ରୱାଲା ବାଣିଜ୍ୟରେ ଟପ୍ପର୍‌

30-Jul-2021



ବରଗଡ଼,: ଚଳିତ ବର୍ଷ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବିକାଶ ରେସିଡେନ୍ସିଆଲ ସ୍କୁଲର ସର୍ବାଧିକ ୨ଜଣ ଛାତ୍ରଛାତ୍ରୀ ୯୯% ରୁ ଉର୍ଦ୍ଧ୍ୱ, ୯ଜଣ ୯୮% ରୁ ଉର୍ଦ୍ଧ୍ୱ, ୨୨ ଜଣ ୯୭% ରୁ ଉର୍ଦ୍ଧ୍ୱ, ୧୩୩ଜଣ ୯୫%ରୁ ଉର୍ଦ୍ଧ୍ୱ ଓ ୪୪୦ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖି ସ୍କୁଲ୍‌କୁ ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି ବୋଲି ଅନୁଷ୍ଠାନର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଡି. ନାଗେଶ୍ୱର ରାଓ ପ୍ରକାଶ କରିଛନ୍ତି । ପରୀକ୍ଷା ‘ଳା‘ଳ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ଡାଇରେକ୍ଟର ଏକାଡେମିକ୍ସ୍ 

 

ଜି.ରାମକ୍ରୀଷ୍ଣା କହିଛନ୍ତି, ବିଜ୍ଞାନରେ ୯୦%ରୁ ଉର୍ଦ୍ଧ୍ୱ ରଖିଥିବା ୪୪୦ଜଣ ଛାତ୍ରଛାତ୍ରୀଙ୍କ ମ୍ମରୁ ବରଗଡ଼ ଶାଖାର ୨୪୭ଜଣ, ଭୁବନେଶ୍ୱର ଶାଖାର ୧୦୭ଜଣ ଓ ସମ୍ବଲପୁର ଶାଖାର ୩୪ଜଣ ରହିଛନ୍ତି । ମୋଟ୍ ୯୫% ଉର୍ଦ୍ଧ୍ୱରେ ବିଜ୍ଞାନରେ ବରଗଡ଼ ଶାଖାର ୬୭, ଭୁବନେଶ୍ୱର ଶାଖାର ୩୧, ସମ୍ବଲପୁର ଶାଖାର ୧୩ ଜଣ ଛାତ୍ରଛାତ୍ରୀ ଥିବାବେଳେ ସମସ୍ତ ୯୭୨ଜଣ ଛାତ୍ରଛାତ୍ରୀ (ବରଗଡ଼ ଶାଖାରୁ ୪୩୪ ଜଣ, ଭୁବନେଶ୍ୱର ଶାଖାରୁ ୩୨୧ଜଣ ଏବଂ ସମ୍ବଲପୁର ଶାଖାରୁ ୨୧୭ ଜଣ) ପ୍ରଥମ ଶ୍ରେଣୀରେ ଉତ୍‌ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ବରଗଡ଼ର ଦେବ ଦର୍ଶନ ପାଢ଼ୀ ୯୯.୨%, ନବ୍ୟା ନବେଲୀ ଆଚାର୍ଯ୍ୟ ୯୯%, ଦେବ ଶିବମ ମିଶ୍ର ୯୮.୮%, ସତ୍ୟପ୍ରଜ୍ଞା ଜିଉ ୯୮.୬%, ସମ୍ବିତ ସାହୁ ୯୮.୪%, ଆଶିଷ ତ୍ରିପାଠୀ ୯୮.୨%, ପ୍ରାଞ୍ଜଳ ବହିଦାର ୯୭.୮%, ଅଦ୍ୱେତ କୁମାର ଦାଶ ୯୭.୬%, କରନ ସାହୁ ୯୭.୪%, ବିବେକ

ପ୍ରିୟଦର୍ଶୀ ଭୋଇ ୯୭.୨%, ଆଦିତ୍ୟ କତରୁକା ୯୭.୨%, ପ୍ରେରଣା ମେସୁଆ ୯୭.୨%, ଆଶିଷ କୁମାର ମେହତୋ ୯୭%, ଜ୍ୟୋତିରାଦିତ୍ୟ ଜେନା ୯୭%, ଚେତାନନ୍ଦ ମେହେର ୯୭% ମାର୍କ ରଖି ‘ଳା‘ଳ ତାଲିକାର ଶୀର୍ଷରେ ରହିଛନ୍ତି । ଭୁବନେଶ୍ୱର ଶାଖାର ଅମ୍ଳାନ ଅଭିଳାଷ ବାରିକ ୯୮.୪% ମାର୍କ ଓ ସମ୍ବଲପୁର ଶାଖାରୁ ସଚିନ କୁମାର ସାହୁ ୯୭.୪% ସହ ଶୀର୍ଷରେ ରହିଛନ୍ତି । ସେହିପରି ବାଣିଜ୍ୟରେ ୨ଜଣ ଛାତ୍ରଛାତ୍ରୀ ୯୮% ରୁ ଉର୍ଦ୍ଧ୍ୱ, ୫ଜଣ ୯୭% ରୁ ଉର୍ଦ୍ଧ୍ୱ, ୧୪ଜଣ ୯୬% ରୁ ଉର୍ଦ୍ଧ୍ୱ, ୨୨ଜଣ ୯୫%ରୁ ଉର୍ଦ୍ଧ୍ୱ ଓ ୫୨ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । ୯୫% ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ୨୨ଜଣ ଛାତ୍ରଛାତ୍ରୀଙ୍କ ମ୍ମରୁ ବରଗଡ଼ ଶାଖାରୁ ୧୭ଜଣ, ଭୁବନେଶ୍ୱର ଶାଖାରୁ ୩ଜଣ, ସମ୍ବଲପୁର ଶାଖାରୁ ୨ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୯୦ରୁ ଉର୍ଦ୍ଧ୍ୱ ପ୍ରତିଶତ ରଖିଥିବା ୫୨ଜଣ ଛାତ୍ରଛାତ୍ରୀଙ୍କ ମ୍ମରୁ ବରଗଡ଼ ଶାଖାରୁ ୩୪ଜଣ, ସମ୍ବଲପୁର ଶାଖାରୁ ୧୧ଜଣ ଏବଂ ଭୁବନେଶ୍ୱର ଶାଖାରୁ ୭ଜଣ ଛାତ୍ରଛାତ୍ରୀ ଅଛନ୍ତି । ବରଗଡ଼ର ସ୍ନେହା ଲାଠ ୯୮.୨%, ତନିଷା ଅଗ୍ରୱାଲ୍ ୯୮%, ମୁସ୍କାନ୍ ଆରା ୯୭.୪%, ହାର୍ଦ୍ଦିକ ସାୱଡ଼ିଆ ୯୭.୨%, ରାକ୍ଷୀ ମିଶ୍ର ୯୭% ମାର୍କ ରଖି ‘ଳା‘ଳ ତାଲିକାର ଶୀର୍ଷରେ ରହିଛନ୍ତି । ବାଣିଜ୍ୟରେ ଭୁବନେଶ୍ୱର ଶାଖାରୁ ସୁଜଲ ଗୋୟଲ ୯୬.୨% ଏବଂ ସମ୍ବଲପୁର ଶାଖାରୁ ଐଶ୍ୱର୍ଯ୍ୟ ବର୍ଦ୍ଧନ ଦାସ ୯୬.୬% ମାର୍କ ରଖି ଶୀର୍ଷରେ ଅଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଏନ୍‌ଟିଏସ୍‌ଇ ଷ୍ଟେଜ୍‌-୨ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅ୍ମୟନରତ ଛାତ୍ର ସାତ୍ୱିକ୍ ସଙ୍କଳ୍ପ ଖମାରୀ ସ‘ଳତା ଅର୍ଜନ କରିଛନ୍ତି । ଅନୁଷ୍ଠାନର ଚେୟାରମେନ ଡି.ମୂରଲୀ କ୍ରୀଷ୍ଣା ଏହି ଅନନ୍ୟ ସ‘ଳତାରେ ବିଶେଷ ଆନନ୍ଦ ପ୍ରକାଶ କରି ଶିକ୍ଷାନୁଷ୍ଠାନକୁ ବିଶ୍ୱାସ କରିଥିବା ସମସ୍ତ ଅଭିଭାବକ ତଥା କଠୋର ପରିଶ୍ରମ କରିଥିବା ଛାତ୍ରଛାତ୍ରୀ, ବୋର୍ଡ ଓ ଏନ୍‌ଟ୍ରାଂସ ପାଠ୍ୟଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଅନନ୍ୟ ସ‘ଳତାରେ ମ୍ୟାନେଜିଂ ଡାଇରେକ୍ଟର ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଭି. ଶ୍ରୀନିବାସ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି. ବିବେକ ତଥା ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉପା୍ମକ୍ଷ ଚିତରଞ୍ଜନ ପତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like