-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ରାଜ୍ୟ

ରାଜ୍ୟରେ ଏବେ ସଂକ୍ରମଣ ୨୦୦୦ରେ ସ୍ଥିର ରହିଛି: ସିଭିକେ ମହାନ୍ତି

23-Jul-2021



ରାଜ୍ୟରେ ଏବେ ସଂକ୍ରମଣ ୨୦୦୦ରେ ସ୍ଥିର ରହିଛି। ଅନ୍ୟାନ୍ୟ ଦେଶରେ ମଧ୍ୟ ସଂକ୍ରମଣ ଏହି ଧାରାରେ ହ୍ରାସ ପାଉଛି। ଯାହା ଆଶା କରାଯାଉଛି ଏହା ଖୁବ ଶୀଘ୍ର କମିଯିବ। ଏହା ସହ ତୃତୀୟ ଲହର ନ ଆସିଲେ ରାଜ୍ୟ ପାଇଁ ଭଲ ହୁଅନ୍ତା। କାରଣ ଅନେକ ମହାମାରୀ ନଜିର ରହିଛି କି ତୃତୀୟ ଲହର ସେଠାରେ ଆସିନାହିଁ। ରାଜ୍ୟରେ ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ସବୁ ଲହର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ଦ୍ୱିତୀୟ ଲହରରେ ଯାହା ଦୋଷ ତ୍ରୁଟି ଥିଲା ତାହାକୁ ଆଗକୁ ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଯଦି ଅଧିକା ସ୍ଥିତି ଉପୁଜେ ସେନେଇ ମଧ୍ୟ ପଦକ୍ଷପ ଗ୍ରହଣ  କରାଯିବ ବୋଲି ଡି ଏମ ଇ ଟି ସିଭିକେ ମହାନ୍ତି କହିଛନ୍ତି 

କଟକ ଭୁବନେଶ୍ୱର ହେଉଛି ସ୍ୱସ୍ଥ୍ୟ ହବ। ଏଠାରେ ସ୍ଥିର ଜନସଂଖ୍ୟା ଅପେକ୍ଷା ଅଧିକ ଅସ୍ଥିର ଲୋକ ଯାତାୟତ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେତେ ଲୋକଙ୍କ କଣ୍ଟାକଂଟା ଟ୍ରେସିଂ କରାଯାଉଛି ଯାହା କି ଠିକ ଭାବରେ ହୋଇପାରୁନାହିଁ । ଲୋକଙ୍କୁ ଟିକକାରଣ ପାଇଁ ଚେଷ୍ଟା କରାଯାଉଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଭୁବନେଶ୍ୱର ରେ ଶେଷ ପର୍ଯ୍ୟାୟରେ ଟିକାକାରଣ ପହଂଚିଲାଣି। ଯଦି ବାହାରୁ ଲୋକଙ୍କ ଆସିବାଟା କିଛି ମାତ୍ରାରେ କମିଯିବ ଏବଂ ଲୋକେ ସର୍ତକତା ଅବଲମ୍ବନ କରିବେ ତେବେ ଯାଇ ସଂକ୍ରମଣ କମିବାର ସମ୍ଭାବନା ରହିଛି। ଗୋଟିଏ ଭାଇରସ ମଣିଷ ଉପରେ କେମିତି ରହୁଛି ତାହା ଭାଇରସ ଉପରେ ନିର୍ଭର କରେ। କୌଣସି ଭାଇରସ ପାଇଁ ଔଷଧ ବହାରିନାହିଁ। ଭଲ ଭାବରେ ପ୍ରିକସନ ନେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l। 

ଓଡ଼ିଶାରେ ୩୦୦୦ ଡେ଼ଲ୍ଟା ସିକ୍ୟୁନସିଂରେ 93 ପ୍ରତିଷତ ରହିଛି। ଅଧିକ ସଚେତନ ହେବାକୁ ପଡ଼ିବ ଲୋକଙ୍କୁ।୨ ଟି ଇକମୋ ମେସିନ ଆସି ପହଁଚିଛି । ଟ୍ରେନିଂ ଦିଆଯାଉଛି । ଆଉ ଏକ ସପ୍ତାହ ରୁ ୨ ସପ୍ତାହ ମଧ୍ୟ ରେ ସମୟ ଲାଗିବ। ଏସିବି ରେ ବହୁତ ଲୋକ ଅଛନ୍ତି କାର୍ଯ୍ୟ କରିବା ପାଇଁ। ଯେଉଁ ମାନଙ୍କୁ ନିଯୁକ୍ତି କରାଯାଇଛି ସେମାନଙ୍କର ୩ ବର୍ଷର ଅଭିଜ୍ଞତା ରହିଛି। ସମସ୍ତଙ୍କୁ କଲିକତାର ଇକମୋ ଟ୍ରେନିଂ ପାଇଁ କଲିକତା ପଠାଯିବ। ଏହା ଯୁଦ୍ଧକାଳୀନ ଭିତ୍ତି ରେ ଇନଷ୍ଟଲ କରାଯିବ। ଏହାକୁ ଏସିବି ରେ ରଖିବା ସମ୍ଭବପର ହେବ। ଯଦି ଆବଶ୍ୟକ ହୁଏ ତେବେ ସେତିକି ମାନବ ସମ୍ବଳ ରହେ ତେବେ ଅନ୍ୟ ହସ୍ପିଟାଲ ରେ କରାଯିବ ବୋଲି  ଡି ଏମ ଇ ଟି ସିଭିକେ ମହାନ୍ତି  ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like