-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
17-Jul-2021
ଗଞ୍ଜାମ (ଉମା ମହାରଣା) : : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡା ଗାଁ ଦାଣ୍ଡ ରେ ଯୁବକଙ୍କୁ ହତ୍ୟା । ଆଜି ଅପରାହ୍ନ ସମୟରେ ଗାଁ ର ସାଖିଗୋପିନାଥ ସାହି ଛକ ର ଏକ ରାସନ ଦୋକାନରୁ ରାସନ କିଣିଲାବେଳେ ଦୁଇଜଣ ଦୃବୁର୍ତ୍ତ ମରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରି ଫେରାର ହିଯାଇଥିଲେ l ଘଟଣା ସ୍ଥଳରେ ହିଁ ପ୍ରତାପ ଖଟେଇ ଙ୍କ ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଧରାକୋଟ ଥାନା ଅଧିକାରୀ, ଆସିକା ସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟପଟେ ହତ୍ୟାକାଣ୍ଡ ର କୌଣସି ଏତଲା ଥାନାରେ ଦିଆଯାଇନଥିବା ସୂଚନା ମିଳିଛି ।