-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||     

HOME   ଜିଲ୍ଲା

*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*

09-Oct-2026



(ପ୍ରିୟଦର୍ଶିନୀ ପାତ୍ର)
ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡା  ଗ୍ରାମ ପଞ୍ଚାୟତ ର ଐତିହାସିକ ପୀଠ ପୋଡ଼ାଗଡ ନବରଙ୍ଗପୁର ଜିଲାର ସମସ୍ତ ରଇତ ମାଟି ପୁଜାରୀ ,ଶିରା,ଗୁଣିଆ ବୈଦ୍ କାର, ବଜନିଆ ,ମହୁରିଆ ଉପସ୍ଥିତି ରେ ପ୍ରାଚୀନ ପରମ୍ପରା ଅନୁଯାୟୀ  ପୋଡ଼ାଗଡ ରାଜା ଓ ବାବା ଭୈରବ ଓ ବଡୁ ଚୌରିଆଙ୍କ ଠାରେ ଦର୍ଶନ ମୁଣ୍ଡିଆ ମାରିବାର ପରମ୍ପରା ରହି ଆସିଛି  ଏହି ଅବସରରେ ନୂଆ ଖାଇ ସାରିଲେ ଜୁହାର ଭେଟ ଏକ ନିଆରା ପରମ୍ପରା କୁ ପାଥେୟ କରି ତିନି ମୁଠା ଯଥା ହୀରାପୁର ,ପରିଆ, ବୋରୀଙ୍ଗାର ମୁଠା ପୂଜାରୀମାନଙ୍କ ସହିତ   ଶତାଧିକ ମାଆ,ଭଉଣୀ ରଇତ ,ଭଗତ୍ ,ଜଗତ ଯୋଗଦେଇଥିଲେ ,ଏହି ପରମ୍ପରା ଆଗ କାଳରୁ ଚାଲି ଆସିଛି ପ୍ରଥମେ ଭୈରବ ମନ୍ଦିରରେ ଭେଟ ହୋଇ ଚୌରିଆ ମନ୍ଦିରରେ ପୂଜା ପାଠ ଚାଲିଥିଲା , ପୋଡ଼ା ଗୌନ୍ତିଆ ଅମରସିଂ ନାୟକ ଓ ଉର୍ଦ୍ଧବ ଚରଣ ନାୟକ ଙ୍କ ଘରେ ଭେଟ ହୋଇଥିଲେ ପରେ ଭେଟ ଘାଟ ସଭା ଆରମ୍ଭ ହୋଇଥିଲା ପରସ୍ପର ଟାୱେଲ ଓ  ନୂତନ ବସ୍ତ୍ର ପରସ୍ପର ପ୍ରଦାନ  କରାଯାଇଥିଲା ,ଏହି ଅବସରରେ ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୂଆଁଖାଇ ନୃତ୍ୟ ପରିବେଷିତ  କରିଥିଲେ ସଭାର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଭତ୍ରା ,ସହ ସମ୍ପାଦକ ତୁଳସୀ ରାମ ଭତ୍ରା   କୋଷାଧକ୍ଷ ଜଳଧର ମାଝୀ, ସଭ୍ୟ ଦେବ ଭତ୍ରା ,ଭରମ୍ ବିଶୋଇ , ଉପ ସଭାପତି ଜଗଦୀଶ ନାୟକ ,ଭାଗିରଥୀ ନାୟକ ଉପଦେଷ୍ଟା ସୋନା ମାଝୀ ଝିତ୍ରୁ କଲର, ଦସରୁ ନାୟକ ,ମୁଖ୍ୟ ପୂଜାରୀ, କୃଷ୍ଣ ପୂଜାରୀ , ବିଞ୍ଜାଲ  ପୂଜାରୀ ,ନାରାୟଣ ପୂଜାରୀ ,ପୂର୍ଣ୍ଣ ପୂଜାରୀ, ବୋରିଗାଁ ମୁଠା ସୁକାଲୁ ପୂଜାରୀ ,ଈଶ୍ୱର ମାଝୀ ସୁକମନ୍ ପୂଜାରୀ,  ପାପଡ଼ାହାଣ୍ଡି ବ୍ଲକ ର ସୋମନାଥ ଶିରା, କେଶବ ଶିରା, ଚନ୍ଦ୍ରୁ ଜାଣି ରତନସିଂ ଗୌଡ଼ , କଷାଗୁମୁଡ଼ା ବ୍ଲକ ର ସମସ୍ତ ଶିରା ପୂଜାରୀ ଯୋଗ ଦେଇଥିଲେ ନବରଙ୍ଗପୁର ବ୍ଲକ୍ ର ଶିରସି ପୂଜାରିଓଝରି ଗାଁ ବ୍ଲକ୍ର ର ଚନ୍ଦ୍ର  ପଞ୍ଜିଆର ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ କୁ ଆବାହକ ଡଃ କୈଳାସ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ ସହଯୋଗୀ ଜଗବନ୍ଧୁ ଭତ୍ରା ଓ ବଳି ଭତ୍ରା  ଖାଦ୍ୟ ବଣ୍ଟନ ଦାୟିତ୍ୱରେ ରହି ଉକ୍ତ  ଜୁହାର ଭେଟ କୁ ସଫଳ କରିବାରେ ପ୍ରଚାର ପ୍ରସାର ଲୋକ ଲୋଚନକୁ ଦୃଷ୍ଟିକୁ ଆଣିବା ଦିଗରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବି ଢାଲ ଓ ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତ୍ରା ଙ୍କ ଉଦ୍ୟମ ପ୍ରଶଂସନୀୟ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026

You Might Also Like