-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||     

HOME   ଜିଲ୍ଲା

ଆଗଲପୁର : ଦଳିତ ଯୁବତୀଙ୍କୁ ପ୍ରେମ, ପ୍ରତାରଣା, ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣାରେ ବସିଲେ ଦଳିତ ନେତା

12-Jul-2021



ଆଗଲପୁର , (ପ୍ରେରଣା ଖବର): ସମାଜରେ ଦଳିତ ମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଯୁଗ ଯୁଗରୁ ଚାଲିଆସିଛି, ହେଲେ ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁରରେ l ବଲାଙ୍ଗୀର ଜିଲ୍ଲାରେ ପୁଣିଥରେ ଦେଖିବାକୁ ମିଳିଛି ଆଗଲପୁର ବ୍ଲକରେ ପ୍ରେମ ପ୍ରତାରଣା ଓ ଧାରଣା, ପ୍ରେମ ପାଇଁ ଯୁବକଙ୍କ ଘର ଆଗରେ ଯୁବତୀଙ୍କ ଅନଶନ l ପ୍ରେମରେ ପ୍ରତାରଣା ପରେ ନ୍ୟାୟ ପାଇବା ପାଇଁ ନିଜେ ଯୁବତୀ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା l 

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ବ୍ଲକ କଳାସର ଗ୍ରାମର ଘର ଆଗରେ ଧାରଣା ଦେବାପରେ ଉଭୟ ଝିଅ ଓ ପୁଅ ଦୁହେଁ ଏହି ଗାଁର l ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ଲଭ ,ସେକ୍ସ ଆଉ ତାପରେ ପ୍ରତାରଣା ପରେ ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ l ଦିନ ଥିଲା ପ୍ରେମରେ ଉଛୁଲ ପୁଛୁଲ ହେଉଥିଲେ ,ମୁଣ୍ଡକୁ ମୁଣ୍ଡ ଲଗାଇ ଗୋଟିଏ ବେଡ଼ରେ ବସି ସେଲ୍ଫି ନେଉଥିଲେ l ସବୁଥିଲା ଠିକ ଠାକ ଥିଲା ପ୍ରେମ l ପକ୍ଷୀଭଳି ଉଡି ବୁଲୁଥିଲେ ଦୁହେଁ, ହେଲେ ପରେ ପରେ ପ୍ରେମିକାକୁ ବିବାହର ମିଛ ପ୍ରତିସୁତି ଦେଇ ଘରୁ ବାହାରକୁ ନେଇ ସୁଦୂର ବେଳପାହାଡ଼ରେ ଦୀର୍ଘ ଆଠ ମାସ ସାଙ୍ଗରେ ରଖିଲେ । ଯୌବନର ଲାଳସା ମେଣ୍ଟିଯିବା ପରେ ପ୍ରେମିକ ପାଲଟିଗଲା ଧୋକେବାଜ 420 l ଏବେ ଶୁଣନ୍ତୁ ପୁରା ଘଟଣା କିଭଳି         ଭାବରେ ଧୋକାବାଜ ଥିଲା ରସିକିଆ ପ୍ରେମିକ ପିଣ୍ଟୁ ଚନ୍ଦନ l ବିବାହର ପ୍ରଲୋଭନ ଦେଖାଇ ବାହାରକୁ ନେଇ ଆଠମାସ ଶାରୀରିକ ସମ୍ପର୍କ ରଖିଲା ଏବଂ ଯୌବନର ଲାଳସା ମେଣ୍ଟି ଯିବାପରେ ପ୍ରେମିକାକୁ ଛାଡି କୁଆଡେ ଚାଲିଗଲା l ସୂଚନାରୁ ଜଣାପଡୁଛି ଯେ ଯୁବକ ହେଉଛି ସବର୍ଣ୍ଣ ସମ୍ପ୍ରଦାୟ ବେଳେ ଝିଅ ହେଉଛି ଅସବର୍ଣ୍ଣ l ଏଣୁ ନ୍ୟାୟ ପାଇଁ ଯୁବତୀ ପ୍ରମୋଦିନି ନାଗ ସାଲେଭଟା ପୋଲିସ ଫାଣ୍ଡିର ଦ୍ୱାରସ୍ଥ ହୋଇ ଦୀର୍ଘ 9 ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଧୋକାବାଜ ପ୍ରେମିକକୁ ଗିରଫ କରିବାରେ ବିଫଳ ହୋଇଛି ସାଲେଭଟା ପୋଲିସ ଫାଣ୍ଡି l ଘଟଣା ସମ୍ପର୍କରେ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଏହି ଘଟଣାର ତଦନ୍ତ ଭାର ଡି.ଏସ.ପି ନେଇଛନ୍ତି ବୋଲି ହାଲୁକା ଉତ୍ତର ରଖିଥିଲେ l ଶେଷରେ ଝିଅ ପ୍ରମୋଦିନି ନାଗ ବଲାଙ୍ଗୀର ଭୀମସେନାଙ୍କ ସହଯୋଗରେ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ଗତ 9 ତାରିଖରେ ଧାରଣା ଦେଇଥିଲେ l ଭୀମସେନା ରାଜ୍ୟ ଅର୍ଗାନାଇଜର ରମାକାନ୍ତ ରାବଣଙ୍କ ନେତୃତ୍ୱରେ ଘେରାଓ କରାଯାଇଥିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ l ଧାରଣା ବିଷୟରେ ଅବଗତ ହୋଇ ଖୁବଶୀଘ୍ର 

ଆରୋପି ବିଷ୍ଣୁ ଚନ୍ଦନକୁ ଗିରଫ କରାଯିବା ସହ ଦଳିତ ଝିଅ ପ୍ରମୋଦିନିକୁ ଉଚିତ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହି ଆନ୍ଦୋଳନରେ ମୂଳନୀବାସୀ ସେନା ରଶ୍ମିରଂଜନ ନାଗ, ଦଳିତ ମଞ୍ଚର ଖଗେଶ୍ୱର ନାଗ, ବିଏସପି ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାର ସହ ଅନେକ ଦଳିତ ଭାଇମାନେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026

You Might Also Like