-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||     

HOME   ଜିଲ୍ଲା

ଅସ୍ତିତ୍ବ ଖୋଜୁଛି ମାନସିକ ରୋଗୀ

12-Jul-2021



ଧର୍ମଗଡ଼( ଜ୍ୟୋତିରଞ୍ଜନ ବେମାଲ )                   
ନା ଅଛି ଠିକଣା ,ନା ରହିଛି ପରିଚୟ ନା ମିଳୁଛି ସମ୍ମାନ  ନା ପାଇଁ ପାରୁଛି ବଞ୍ଚିବାର ସତ୍ତା ସବୁରି ଅନାଦର ଭିତରେ ଅସ୍ତିତ୍ୱ ଖୋଜୁଛି  ଜଣେ ମାନସିକ ରୋଗୀ ଲକ୍ଷ୍ମୀ ବାଇ ।ଠିକ ୨୫ବର୍ଷ ତଳେ କଳାହାଣ୍ଡି ଜିଲ୍ଲା ସାନ କେନ୍ଦୁଗୁଡା ଗ୍ରାମରେ ଘର ସଂସାର କରି ଖୁସି ରେ ରହୁଥିଲେ ଏପରି କି ସନ୍ତାନ ସନ୍ତତି ଜନ୍ମ ଦେଇ ଆନନ୍ଦ ରେ ବିଭୋର ହୋଇ ପଡୁଥିଲା ପରିବାର ତେବେ ଏହା ପରେ ପରେ ଅଚାନକ ନିଜ ମାନସିକ ହରାଇ ବସିଲେ, ପାଖ ଆଖ ଡାକ୍ତର ପରେ ଭବାନୀପାଟଣା ଓ ବୁର୍ଲା ଡାକ୍ତର ଖାନା କୁ ନେଇ  ଅଭାବ ରେ ଥାଏ ବି ଚିକିତ୍ସା ହୋଇଥିଲେ ଶେଷରେ ଶିକୁଳିରେ ବନ୍ଧା ପଡିଲେ  ମାନସିକ ର ଉଦ୍ଧତା ଦିନ କୁ ଦିନ ବଢ଼ିଲା ପରେ ଶିକୁଳିରୁ ମୁକ୍ତ ହୋଇ ଘୁରି ବୁଲିଲେ ଏ ଗାଁ ରୁ ସେ ଗାଁ  ପାଲଟି ଗଲା ସମାଜ ଆଗରେ ଜଣେ ପାଗଳି ।ଏବେ ଗାଁ ଦାଣ୍ଡରେ ଲୋକଙ୍କ ଠାରୁ ପାଉଛି କଟାକ୍ଷ ଅନ୍ୟପଟେ ସୁହୃଦୟ ବ୍ୟକ୍ତି ଙ୍କ ଠାରୁ ପାଏ କିଛି ଖାଇବା  ଠିକଣା ହରା ହୋଇ ଏବେ ଯେଉଁଠି ସୂର୍ଯ୍ୟ ଲଇ ପଡେ ସେହିଠି ଗଡି ପଡେ ଆମେ ଆଜି ଯେଉଁ ଫଟୋ ଦେଖାଉଛି-ତାହା ବେହେରା ନିକଟ ଖପରାମାଲ ଗାଁ  ଫଟୋ କୁ ଠିକ ଭାବେ ଦେଖିଲେ ଜଣାପଡେ ଏକ ରାସ୍ତା କଡରେ ଶୋଇ ପଡିଛି ଲକ୍ଷ୍ମୀ । ରାଇ ରାଇ ଖରା ଓ ରିମଝିମ ବର୍ଷା ବି କିଛି କରି ପାରୁନି ତେବେ ଏଇଠି ପ୍ରଶ୍ନ ଉଠେ - ବଞ୍ଚିବାର ଅଧିକାର ସତରେ ଏମାନଙ୍କର ନାହିଁ ସରକାର ମାନସିକ ଙ୍କ ପାଇଁ କାହିଁ କେତେ ଯୋଜନା ସହ ଥଇଥାନ ବ୍ୟବସ୍ଥା ର ନିୟମ କାନୁନ କରିଥିବା ବେଳେ ଲଷ୍ମୀ ପ୍ରତି ପ୍ରଶାସନ ର ନଜର ପଡୁନି କାହିଁକି?ତାର କଣ ବଞ୍ଚିବା ଅଧିକାର ନାହିଁ।ତୁରନ୍ତ ପ୍ରଶାସନ ଲକ୍ଷ୍ମୀ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା ଓ ଥଇଥାନ ବନ୍ଦୋବସ୍ତ କରିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026

You Might Also Like