-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
କଳାହାଣ୍ଡି (ସଞ୍ଜୀବ କୁମାର ଦାସ): କଳାହାଣ୍ଡି ଜିଲାରେ ବାଘ ଛାଲ ରକେଟ ୯ ବାଘ ଛାଲ ସହ ୭ ଗିରଫ ହୋଇଛନ୍ତି l ଓ୍ବାଇଲଡ ଲାଇଫ କ୍ରାଇମ୍ କନଟ୍ରୋଲ ବ୍ୟୂରୋ ଟିମ୍ ର ଚଢ଼ାଉ ରେ ୯ ବାଘ ଛାଲ ଜବତ ସହ ଏହି ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି l କ୍ରାଇମ୍ ବୋର୍ଡ଼ ଅଧିକାରୀ ବିପିନ ଚୈଧୁରୀ ନେତୃତ୍ୱରେ ଗରିଆବନ୍ଧ,ନୁଆପଡା ଓ କଳାହାଣ୍ଡିର ବନ ଅଧିକାରୀ ସାମିଲ୍ ରହିଛନ୍ତି। ଟିମ୍ ବେପାରୀର ପରିଚୟ ଦେଇ ଏହି ଅନ୍ତଃରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରା ଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଥିଲା । ଏହି ରେକେଟ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିବା ଜଣାପଡ଼ିଛି l