-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
କଣ୍ଟାମାଳ (ଅକୃର ସାହୁ) ବୌଦ୍ଧ ଜିଲ୍ଲାର ଉମା ପଞ୍ଚାୟତ ସୀମାନ୍ତ ଜଙ୍ଗଲରେ ବି ଏସ୍ ଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ବି ଏସ୍ ଏଫ୍ ଜବାନଙ୍କର
ଆହତ ହୋଇଛନ୍ତି । ଜଣଙ୍କର ଛାତି ଉପରେ ଓ ଆଊ ଜଣଙ୍କର ହାତରେ ଗୁଳି ବାଜି ଥିବା ସୂଚନା ମିଳିଛି । ପୁଳିସ ଡି ଜି ଘଟଣାସ୍ଥଳରେ
ପହଞ୍ଚି ଆହତଙ୍କୁ ଏମ୍ସ ହସ୍ପିଟାଲରେ ଚିକିତ୍ସିତ କରୁଥିବା ସୂଚନା ମିଳିଛି ।