-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2020
ରାଉରକେଲା (ପ୍ରେରଣା ଖବର) - କମ ସୁଧରେ ସୁନା ବନ୍ଧକ ରଖି ରୁଣ ଦେଇ ପରେ ଦୁଇ କେଜି ରୁ ଅଧିକ ସୁନା ବିକ୍ରି କରିବା ଘଟଣା। ଅଭିଯୁକ୍ତ ମା ପୁଅ ଗିରଫ। ଟାଙ୍ଗରପାଲି ଥାନା ପୋଲିସ ଦ୍ବାରା ଗିରଫ। ଗତକାଲି ଦୁଇଜଣ ସୁନା ବ୍ୟବସାୟୀ ଗିରଫ ହୋଇଥିଲେ। ସୁନା ବ୍ୟବସାୟୀଙ୍କ ଠାରୁ ଗତକାଲି ଗିରଫ ସମୟରେ ୧୦୫୩ ଗ୍ରାମ ସୁନା ଜବତ ହୋଇଥିଲା। । ଟାଙ୍ଗରପାଲି ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି।