-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||     

HOME   ଜିଲ୍ଲା

ନିର୍ଝରିଣୀର ପୁସ୍ତକ ଲୋକାର୍ପଣ ଉତ୍ସବ - (ଚାର ଖଣ କୋସଲି ବହିର ମୁକଲାନ)

27-Oct-2020



କଣ୍ଟାବାଞ୍ଜି, ଦୀର୍ଘ ମାସର ବ୍ୟବଧାନରେ କରୋନା କଟକଣାକୁନଜରରେ ରଖି ମାସ୍କ ପରିଧାନ, ସେନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖି ବିଜୟା ଦଶମୀ ଅବସରରେ ନିର୍ଝରିଣୀ ସାହିତ୍ୟ କଳା ସଂସ୍କୃତି ପରିଷଦ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ଶ୍ରୀ ରାମଚନ୍ଦ୍ର ସାହୁଙ୍କ ପଞ୍ଚବଟୀରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ସକ୍ରିୟ ସଭ୍ୟ ସ୍ୱର୍ଗତ ସମ୍ବାରୁ ସାହୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଷଦର ସୁପରିଚାଳନା ପାଇଁ ଶ୍ରୀ ରାମଚନ୍ଦ୍ର ସାହୁଙ୍କୁ ସଭାପତି ଭାବେ ସର୍ବସମ୍ମତିରେ ଚୟନ କରାଯାଇଥିଲା।ପରିଷଦର ନୂତନ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି, ଡ.ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ବ୍ରତତୀର ସମ୍ପାଦକ ଶ୍ରୀ ନିରଞ୍ଜନ ବେହେରା ସମ୍ମାନୀତ ଅତିଥି ଓ ପରିଷଦର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଥିଲେ।କବି ବିଭୁଦତ୍ତ ସାହୁ ମଞ୍ଚ ପରିଚାଳନା ଓ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଭାଷଣ ଦେଇଥିଲେ। ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଆକାଶର କନ୍ଦନା ଝରନାର ବନ୍ଦନା, ଧୀରାମଣୀ ଦାସଙ୍କ ଭାବର ବଏଠା,ରମେଶ ବାରିକଙ୍କ ଚାଷୀ ଓ ଉମେଶ ବେହେରାଙ୍କ ପତ୍ରିକା କୋସଲି ପ୍ରୟାସ ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।ପ୍ରଥମ ଥର ପାଇଁ କୋସଲି ଭାଷାର ଚାରିଖଣ୍ଡ  ବହି ଉନ୍ମୋଚିତ ହୋଇଥିବାରୁ କୋସଲି ପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ଖେଳିବା ସହିତ ରେକର୍ଡ ସୃଷ୍ଟି ହୋଇଛି।ଉପସ୍ଥିତ କବି ଓ କବୟିତ୍ରୀ ରବିନାରାୟଣ ତ୍ରିପାଠୀ,ସୁଦୀପ୍ତ ରଞ୍ଜନ ସାହୁ ଆଦି ଅନେକ ସ୍ୱରଚିତ କବିତା ପାଠ କରିଥିଲେ।ପରିଶେଷରେ ବିଭୁଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   05-Mar-2026
  ଜିଲ୍ଲା  
*ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   05-Mar-2026

You Might Also Like