-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

26-Oct-2020



୧.କଟକରେ ଭସାଣ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି,ଆସନ୍ତାକାଲି କଟକରେ ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣ ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 

୨.ପୁଣି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର, ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ।

 

୩.ନଭେମ୍ବର ମାସରେ ମିଳିବ ଅକ୍ସଫୋର୍ଡ କୋଭିଡ୍‌ ଟିକା, ପ୍ରସ୍ତୁତ ରହିବାକୁ ଇଂଲଣ୍ଡ୍‌ ଡାକ୍ତରଖାନାକୁ ନିର୍ଦ୍ଦେଶ : ରିପୋର୍ଟ ।

 

୪.ଘଟଗାଁ,ତା ୨୬ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା’ ତରିଣୀଙ୍କ ପୀଠରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଶାରଦୀୟ ଦଶହରା ଓ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ନବଦିନ ବ୍ୟାପି ମାଙ୍କ ପୀଠରେ ଜଥା ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।

 

୫.ଭାରତରେ ପହଞ୍ଚିଲେ ଆମେରିକା ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ – ଆଜି ଓ କାଲି ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

 

୬.ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ!

 

 ୭.ଚାଇନାକୁ ଡୋଭାଲଙ୍କ କଡ଼ା ଚେତାବନୀ, ‘ସ୍ୱାର୍ଥ ପାଇଁ ନୁହେଁ, ମହତ ଉଦ୍ଦେଶ୍ୟରେ ଲଢ଼ିବୁ ।

 

 ୮.ଡ୍ରଗ୍ ମାମଲାରେ ଏନସିବି ଅଭିନେତ୍ରୀ ପ୍ରୀତିକା ଚୌହାନ ଗିରଫ – ୯୯ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ ।

 

 ୯.ଜଗତସିଂହପୁର ତିର୍ତ୍ତୋଲରରେ ବିଜେପିର ଡିଜିଟାଲ ପ୍ରଚାର ଭ୍ୟାନ୍‌ ଲୋକାର୍ପିତ।

 

୧୦.ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ।

 

୧୧.ମୁମ୍ବାଇ: ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା କ୍ୟାପ୍ଟେନ୍‌ କପିଲ ଦେବ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି।

 

 ୧୨.ଆସୁଛି ଆଉ ୨ ଲଘୁଚାପ: ଅକ୍ଟୋବର ୩୦ରେ ଏ ମାସର ଚତୁର୍ଥ ଲଘୁଚାପ ସୃଷ୍ଚି ହେବ, ପ୍ରଭାବ କମ୍; ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ପୁଣି ଏକ ଲଘୁଚାପ ସମ୍ଭାବନା ।

 

 ୧୩.ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତୀ ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି ।

 

୧୪.ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିଛନ୍ତି।

 

୧୫.ଅଯୋଧ୍ୟାର ଐତିହାସିକ ରାମଲୀଳା ଏକ ନୂଆ ଇତିହାସ ରଚିଛି। ବିଭିନ୍ନ ମାଧ୍ୟମରେ ଏହାର ପ୍ରସାରଣ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଦଶ କୋଟି ଟପିଛି।

 

 ୧୬.ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ ତଥା ଡେମୋକ୍ରେଟ ପ୍ରାର୍ଥୀ ଜୋ ବିଡେନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କର ତୀବ୍ର ସମାଲୋଚନା କରିଛନ୍ତି।

 

 ୧୭.ହାଇଓ୍ୱା ଧକ୍କାରେ ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ନିକଟରେ ଘଟିଛି ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

 

 ୧୮.ବାମରା: ଦୁଇଟି ଦୋକାନରେ ଅଗ୍ନିକାଣ୍ଡ, ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ ।

 

 ୧୯.ମୁଖ୍ୟମନ୍ତ୍ରୀ ସବୁବେଳେ କଳାକାରଙ୍କୁ ସହଯୋଗର ହାତ ବଢ଼ାଇ ଆସିଛନ୍ତି : ପ୍ରତାପ ଜେନା!ଏକ ସମୟରେ ରାଜ୍ୟର ୫୦ ହଜାର କଳାକାରଙ୍କୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଥିଲେ।

 

 ୨୦.କରୋନାରୁ ସୁସ୍ଥ ହେବା ପରେ ୭ ମାସ ଯାଏଁ ରହୁଛି ଆଂଟିବଡ଼ି ବା ରୋଗ ପ୍ରତିରୋଧଶକ୍ତି* ପର୍ତୁଗାଲରର ଆଇଏମ୍ଏମ୍ ଅନୁଷ୍ଠାନର ଗବେଷଣା ଆଧାରରେ ୟୁରୋପିଆନ୍ ଇମ୍ୟୁନିଓଲୋଜି ଜର୍ନାଲରେ ରିପୋର୍ଟ ପ୍ରକାଶ ।

 

 ୨୧.ଦୁର୍ଗାପୂଜାରେ କରୋନାକୁ ନେଇ ଆସିଲା ଭଲ ଖବର । ଓଡ଼ିଶାରେ ଶହେରୁ ୯୩ ସୁସ୍ଥ, ଦେଶରେ ସୁସ୍ଥ ହାର ୯୦ ପ୍ରତିଶତ । ରାଜ୍ୟରେ କ୍ରମାଗତ ଭାବେ ୨ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । 

 

୨୨. ବିଜୟା ଦଶମୀରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା।

 

୨୩.ଫୁଲବାଣୀ:ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା – ୨ ମୃତ, ୬ ଗୁରୁତର।

 

୨୪.ବେକ ତଳକୁ କରି ମୋବାଇଲ୍ ଦେଖୁଥିବା ଲୋକଙ୍କ ଉଚ୍ଚତାରେ ପଡୁଛି ପ୍ରଭାବ ! ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ , ଗବେଷଣାରୁ ମିଳିଲା ତଥ୍ୟ ।

 

୨୫.ଗୋଷାଣୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ନିଷ୍ପତ୍ତି,ଦେବସଭା ପାଇଁ ଜାରି ହେବ ୧୪୪ ଧାରା।

 

୨୬.ଲୋକସଭାର ୫ ପାର୍ଲାମେଣ୍ଟାରୀ କମିଟିରେ ୬ ଓଡ଼ିଆ, ପ୍ରିଭିଲେଜ କମିଟିରେ ଅଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ।

 

୨୭.27ତାରିଖରେ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ମୋଦୀ, ପ୍ରସଙ୍ଗ ‘ସତର୍କ ଭାରତ, ସମୃଦ୍ଧ ଭାରତ’

 

୨୮.ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ ଚିହ୍ନଟ।

 

୨୯.୨୦୨୧ ଜାନୁଆରୀ ସୁଦ୍ଧା ଉପଲବ୍ଧ ହେବ କରୋନା ଟିକା – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

 

୩୦.ଦିଲ୍ଲୀରେ ପହଞ୍ଚିଲା ଦ୍ୱିତୀୟ ସ୍ୱତନ୍ତ୍ର ବିମାନ, ସୁରକ୍ଷିତ ଯାତ୍ରା କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

 

୩୧.ଚୀନ ସୀମା ନିକଟରେ ଶସ୍ତ୍ର ପୂଜା କଲେ ରାଜନାଥ ; କହିଲେ- ଇଞ୍ଚେ ଜମିର ମଧ୍ୟ ସୁରକ୍ଷା କରିବ ଭାରତୀୟ ସେନା।

 

 

୩୨.ସରିଲା ବଲିଉଡ ସିଙ୍ଗର ନେହା କକ୍କଡଙ୍କ ବାହାଘର। ସେ କଣ୍ଠଶିଳ୍ପୀ ରୋହନ ପ୍ରୀତଙ୍କୁ ଦିଲ୍ଲୀ ଗୁରୁଦ୍ବାରରେ ପୂରା ରୀତିନୀତି ସହ ବିବାହ କରିଛନ୍ତି।

 

୩୩.ଏୟାରଲାଇନ କମ୍ପାନି ର ୯ ଜଣ ସାମ୍ବାଦିକଙ୍କ ଉପରେ ଇଣ୍ଡିଗୋ ଲଗାଇଲା କଟକଣା, କଙ୍ଗନା ରଣାଓ୍ବତଙ୍କ ଫ୍ଲାଇଟରେ କରିଥିଲେ କରୋନାର ନିୟମ ଉଲ୍ଲଘଂନ କରିଛନ୍ତି।

 

୩୪.ମେସେଜିଙ୍ଗ ପ୍ଲାଟଫର୍ମ ହ୍ବାଟ୍ସଆପ୍ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଦେବାକୁ ପଡ଼ପାରେ ଟଙ୍କା। କେବଳ ହ୍ବାଟସଆପ ‘ବିଜନେସ ୟୁଜର ଆପ’ ବ୍ୟବହାର କରୁଥିବା ୟୁଜରଙ୍କୁ ଚାର୍ଜ ଦେବାକୁ ପଡ଼ିବ।

 

୩୫.ଆଇପିଏଲରେ ୨୦୦ ଛକା ମାରିବାରେ କୋହଲି ହେଲେ ତୃତୀୟ ଭାରତୀୟ ।

 

 ୩୬.ଉତ୍ତର ପ୍ରଦେଶ BJPର ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ ରାମ ମନ୍ଦିର ଓ ଧାରା ୩୭୦ ଭଳି ପାକିସ୍ତାନ ଓ ଚୀନ ସହିତ କେବେ ଭାରତ ଯୁଦ୍ଧ କରିବ ସେହି ତାରିଖ ମୋଦୀ ସ୍ଥିର କରିସାରିଛନ୍ତି।

 

୩୭.ଟିକା ନିର୍ମାତାଙ୍କୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ପାଇଁ ନିଜସ୍ବ ପାଣ୍ଠିରୁ ୫ କୋଟି ପ୍ରଦାନ କରିଛନ୍ତି ।

 

୩୮.ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଟିକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲେ ରଣେନ୍ଦ୍ର ପ୍ରତାପ*2

 

 ୩୯.ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି, ୨୪ ଘଣ୍ଟାରେ କୋରୋନା ନେଲା ୪୮୦ ଜୀବନ, ଦିନକରେ ୪୫ ହଜାର ୧୪୯ କୋରୋନା ସଂକ୍ରମିତ ଚିହ୍ନଟ, ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୫୯କୁ ବୃଦ୍ଧି, ୭୧ ଲକ୍ଷ ୩୭ ହଜାର ୨୨୮ ଜଣ ସୁସ୍ଥ, ୬ ଲକ୍ଷ ୫୩ ହଜାର ୭୧୭ ଜଣ ଚିକିତ୍ସାଧୀନ!

 

 ୪୦.ରାଜ୍ଯରେ ଆଜି ନୂଆ ୧୪୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫୮ ଓ ଅନ୍ୟ ୬୨୨ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୨,୮୨,୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି 

 

 ୪୧.ରାଜ୍ଯରେ ୧୪ ମୁଣ୍ଡ ନେଲା ମହାମାରୀ କରୋନା ।ଏଥି ସହିତ ଏଯାବତ୍ ରାଜ୍ଯରେ ୧୨୫୯ ମୁଣ୍ଡ ନେଲାଣି ମହାମାରୀ କରୋନା ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like