-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷା ୨୦୨୧ରେ ସୁବର୍ଣ୍ଣପୁର ସାହାରା ଟ୍ରଷ୍ଟ ହାଇସ୍କୁଲର ରିସିକେଶ ପଣ୍ଡା ୯୪ % ୫୬୧ ମାର୍କ ରଖି ସୁବର୍ଣ୍ଣପୁର ଜ଼ିଲ୍ଲା ଟପ୍ପର ଛାତ୍ର ଭାବେ ବିବେଚିତ ହୋଇ ଆଜି ସାହାରା ଟ୍ରଷ୍ଟ ହାଇସ୍କୁଲ, ପିତା ସୁନୀଲ କୁମାର ପଣ୍ଡା ଓ ମାତା ନିରମା ମଞ୍ଜରୀ ପଣ୍ଡାଙ୍କ ସମେତ ସାରା ଜ଼ିଲ୍ଲାର ଗୌରବ ବଢ଼ାଇଛନ୍ତି l ତାଙ୍କ ଏ ସଫଳତାରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ବାପା ମାଆଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି l ସମୁଦାୟ ୧୫୨ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ A/1 ରେ ୧୩ ଜଣ, A/2 ରେ ୬୨ ଜଣ, B/1 ରେ ୬୨ ଜଣ, ଓ B/2 ରେ ଗ୍ରେଡ଼ ରେ ୧୫ ଜଣ ଉତ୍ତିର୍ଣ୍ଣ ହୋଇ ଜ଼ିଲ୍ଲା ରେ ଲଗାତାର ଭାବେ ଏଭଳି ସଫଳତା ହାସଲ କରି ବିଦ୍ୟାଳୟ ତଥା ଜ଼ିଲ୍ଲାର ଗୌରବ ଆଣିଛନ୍ତି l