-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||     

HOME   ଜିଲ୍ଲା

ଧାନବିକ୍ରି ସମସ୍ୟାକୁ ନେଇ ବିନିକା ବନ୍ଦ ସମ୍ପୂର୍ଣ୍ଣ ସଫଳ,ଆସନ୍ତା ସୋମବାର ଠାରୁ ତହସିଲ ଅଫିସ ସମ୍ଭୂଖରେ ଧାରଣା ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ଭୁଖରେ ଚାଷୀ ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପିକେଟିଂ

25-Jun-2021



ବିନିକା (ହିମାଂଶୁ ଶେଖର ପୁଟେଲ) : ଦୁନିଆକୁ ଯୋଗାଉଥିବା ଆହାର ଚାଷୀଙ୍କ ପାଇଁ ସରକାର କାହୁଁ କେତେ ଯୋଜନା ପ୍ରଣୟନ କରିଥିବା ଡେଙ୍ଗୁରା ପିଟୁଥିବା ବେଳେ ଚଳିତ ରବିରିତୁରେ ଦୀର୍ଘ ୪/୫ ଦିନ ଧରି କ୍ଷେତରେ ଝାଳ ନିଗାଡି ହାଡ଼ଭଙ୍ଗା ପରିଶ୍ରମ କରି ବହୁ କଷ୍ଟରେ ଆହାର ସଂଗ୍ରହ କରିଥିବା ଚାଷୀ ତାର କଷ୍ଟପାର୍ଜିତ ଧାନବିକ୍ରି କରି ନ ପାରି ହତାଶ ହୋଇଥିବା ବେଳେ ବର୍ତ୍ତମାନ ସରକାର ଚାଷୀଙ୍କ ଦରଦ ନ ବୁଜିବା ଓ ସମସ୍ୟା ସମାଧାନ କରିବାରେ ନୀରବଦ୍ରଷ୍ଟା ସାଜିବା ସଂପ୍ରତି ବିନିକା ଅଞ୍ଚଳର ଚାଷୀକୁଳ ଓ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l ରବି ଯାଇ ଖରିଫ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ ମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଏବେବି ତାଙ୍କ ଧାନବିକ୍ରି କରିପାରି ନ ଥିବାରୁ ଆଗକୁ କିପରି ଚାଷ କରିବେ ସେ ଚିନ୍ତାରେ ଘାରି ହେଲାଣି l କେତେକ ଚାଷୀଙ୍କ ଟୋକନ ଲେପସ ହୋଇ ଯାଇଥିବାବେଳେ ଆଉ କେତେକଙ୍କ ନାମ ପଞ୍ଜିକରଣରେ ତ୍ରୁଟି ଯୋଗୁଁ ଚାଷୀ ଧାନ ବିକିବାରେ ସମସ୍ୟା ଭୋଗୁଛି l ଚାଷୀଙ୍କ ସମସ୍ୟା ସମାଧାନ ନେଇ ଚାଷୀ ଓ ବିନିକା କଂଗ୍ରେସ ଦଳ ତରଫରୁ ପ୍ରଶାସନ ଠାରେ ଲିଖିତ/ମୋକ୍ଷିକ ଭାବେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ନୀରବଦ୍ରଷ୍ଟା ସାଜିିବା ଚାଷୀକୁଳକୁ ହତାଶ କରିଛି l ଫଳରେ ଗତ ଦୁଇ ଦିନଧରି ତହସିଲ ଅଫିସ ସମ୍ଭୁଖରେ ଧାନରଖି ଚାଷୀ ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସମାଧାନ ନ ହେବାରୁ ଆଜି କଂଗ୍ରେସ ଦଳ ତରଫରୁ ବିନିକା ବନ୍ଦ ଡାକରା ଦିଆଯାଇଥିଲା l ଏହି ବନ୍ଦକୁ ଚାଷୀକୁଳ ଓ ଅଞ୍ଚଳର ଜନସାଧାରଣ ସମର୍ଥନ ଦେଇଥିଲେ l ସକାଳ ୭ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବିନିକା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ବେଳେ କଂଗ୍ରେସ କର୍ମୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ପୀକେଟିଂ କରି ବନ୍ଦ ସରକାରୀ କାର୍ଯ୍ୟାଳୟ ରଖିବାରେ ସଫଳ ହୋଇଥିଲେ l ବନ୍ଦ ପ୍ରଭାବରେ ସହରର ଦୋକାନ ବଜାର ବନ୍ଦ ଥିବାବେଳେ ଜରୁରୀ   କାଳୀନ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟ ଓ ଆମ୍ବୁଲାନ୍ସକୁ ଏଥିରୁ ବାଦ ଦିଆଯାଇଥିଲା l ବିନିକା ବ୍ଲକ

କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ହୋତାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ବନ୍ଦ ପାଳନ ରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରିଶ୍ୟାମ ପଣ୍ଡା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ,ଜିଲ୍ଲା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା,ମହିଳା ସଭାନେତ୍ରୀ ସୂର୍ଯ୍ୟକନ୍ତୀ ବାଗ, ବରିଷ୍ଠ କଂଗ୍ରେସ ନେତା ବାଳକୃଷ୍ଣ ଦଣ୍ତସନl,ରାଘବ ଦାସ,ସୁଧାଂଶୁ ପଣ୍ଡା,ସପନେଶ୍ୱର ପୃଷ୍ଟି,ଗୋବିନ୍ଦା ଝାଙ୍କର,ବିଜୟ ଭୋଇ,ସଂଗ୍ରାମ କେଶରୀ ନାୟକ,ଗୋପୀନାଥ ପଣ୍ଡା, ଟିକୁ ହୋତା,ସୁରେଶ ବଢେଇ,ଟିକୁନ ମହାଳୀଙ୍ଗ,ରବିନ୍ଦ୍ର ଭଇନା,ବାବୁଲୁ ବେହେରା,ନରେନ୍ଦ୍ର ସାହୁ,ଶିବ ପ୍ରସାଦ ଖମାରୀ,ପ୍ରଦୀପ ସେଠୀ,ସୁମନ୍ତ ସାହୁ, ହଜାରୁ ସାହୁ,କୁଷ ଭୋଇ,ରୁଦ୍ର ନାରାୟଣ ସାହୁ,ମହେନ୍ଦ୍ର ଥାନାପତି,ମାର୍କଣ୍ଡ ଭୋଇ,ସୁରେନ୍ଦ୍ର ବଗର୍ତ୍ତି,ହରିହର ଛନ୍ଦ,ଜନାର୍ଦ୍ଦନ ଦଣ୍ଡସନl,ପ୍ରବୀଣ ବିଶି,ସୁବାସ ମହାକୁର,ପବନ ଅଗ୍ରୱାଲ,ସମିତ୍ରି ତରିଆ, ରାଜ କିଶୋର,ନାଗେଶ୍ଵର ବାଗ,ଶିବ ପର୍ଡ଼ିଆ, ମାଲପୁଡି ସାଇ ରାଓ ପ୍ରମୁଖ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026

You Might Also Like