ରାଜଧାନୀ ଦିଲ୍ଲୀରେ କୃଷି ବିଲକୁ ବିରୋଧ
28-Sep-2020
ଦିଲ୍ଲୀରେ ପଞ୍ଜାବ ଯୁବ୍ କଂଗ୍ରେସର ପ୍ରଦର୍ଶନ ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟରରେ ଲଗାଇଲେ ନିଆଁ । କୃଷି ବିଲ୍କୁ ବିରୋଧ କରି ପଞ୍ଜାବ ମୃଖ୍ୟମନ୍ତ୍ରୀଙ୍କ ଧାରଣା ପ୍ରଦର୍ଶନ । ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ!ରାଜଧାନୀ ଦିଲ୍ଲୀରେ କୃଷି ବିଲକୁ ବିରୋଧ