-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଜିଲ୍ଲା

ଗ୍ରାମ ମଧ୍ୟ ଦେଇ ଯାଇଥିବା ପାଣି ନାଳ-ସଦାଇପାଲି ବାସୀଙ୍କ ଜୀବନ ଢ଼ାଳ, ପୋତି ହୋଇ ଗଲାଣି ଡ୍ରେନ୍ : ଆବର୍ଜନାପୂର୍ଣ୍ଣ ପରିବେଶ ରେ ରହୁଛନ୍ତି ଲୋକେ

20-Jun-2021



ବଲାଙ୍ଗୀର (ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ସଦାଇପାଲି ଗ୍ରାମରେ ଡ୍ରେନ ଆବର୍ଜନା ପୂର୍ଣ୍ଣ ହୋଇ ପୋତି ହୋଇଯାଇଥିବା ରୁ ୮ନମ୍ବର ୱାର୍ଡ ବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ହେବ ଡ୍ରେନରୁ ଆବର୍ଜନା ସଫା କରିବା ପାଇଁ ସଦାଇପାଳି ପଞ୍ଚାୟତର ସରପଞ୍ଚ ଲିନା ଭୋଇଙ୍କୁ ଅନେକ ଥର ୱାର୍ଡବାସୀ ଅଭିଯୋଗ କରିଥିଲେ ମଧ୍ୟ ଡ୍ରେନ ସଫା ହୋଇ ପାରିନାହିଁ । କରୋନା ମହାମାରୀ ସାରା ବିଶ୍ୱରେ ମୃତ୍ୟୁ ର ତାଣ୍ଡବ ଖେଲାଇଥିବା ବେଳେ ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପରିବେଶରେ ରହିବା ପାଇଁ ସଚେତନ କରୁଛନ୍ତି କିନ୍ତୁ ସଦାଇପାଲି ଗ୍ରାମରେ ଏହାର ଓଲଟା ଦେଖିବାକୁ ମିଳୁଛି । ସରପଞ୍ଚଙ୍କ ଘର ସମ୍ମୁଖରେ ଅବ୍ୟବସ୍ଥାରେ ଡ୍ରେନ ଥିବା ବେଳେ କେଉ କାରଣରୁ ସଫା କରାଯାଇନାହିଁ ବୁଝିବା କଷ୍ଟକର । ଏହା ରାଜନୈତିକ ଅଭିସନ୍ଧି ନୁହେଁ ତ ବୋଲିଁ ଚର୍ଚ୍ଚା ହୁଏ । ଅସରାଏ ବର୍ଷା ରେ ଆବର୍ଜନା ଡ୍ରେନ ପାଣି ଘର ଭିତରକୁ ପ୍ରବେଶ କରୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । 

   ଅନୁସନ୍ଧାନରୁ ଜଣାପଡେ ଯାହାକୁ ଡ୍ରେନ ବୋଲି କୁହାଯାଉଛି ପ୍ରକୃତରେ ଏହା ଡ୍ରେନ ନୁହେଁ । ସଦାଇପାଲି ଚାଷୀ ମାନଙ୍କ ଜୀବନରେଖା ବୋଲି ଗ୍ରାମବାସୀ କୁହନ୍ତି । ଏହା ଏକ ପାଣି ନାଳ ଅଟେ । ଏହି ପାଣି ନାଳ ନିକଟସ୍ଥ ରାମ ସାଗର କଣ୍ଟାରୁ ବାହାରି ସଦାଇ ପାଲି ଗ୍ରାମର ୮ ନମ୍ବର ୱାର୍ଡ ଦେଇ ଗ୍ରାମର ପଛପଟେ ଥିବା ରାଣୀ ବନ୍ଧ ଏବଂ ଚାଷ ଜମିକୁ ପାଣି ଯାଏ । ଚାଷୀ ମାନେ ଏହି ପାଣିକୁ ନିଜ ଚାଷ କାର୍ଯ୍ୟ ରେ ଲଗାଇ ଚାଷ କରିଥାନ୍ତି । ସଦାଇପାଲି ଗ୍ରାମକୁ ୨/୩ ଦିନରେ ଥରେ ପାଇପ ଜଳ ଯୋଗାଣ ହେଉଥିବାରୁ ରାଣୀ ବନ୍ଧ ଜଳ ଉପରେ ନିର୍ଭର କରୁଥିବା ପ୍ରକାଶ କରିଥିଲେ । ପାଣି ନାଳ ଆବର୍ଜନା ହୋଇଥିବାରୁ ଏହି ପାଣି ବନ୍ଧକୁ ପ୍ରବେଶ କରୁଛି । ଏଣୁ ବ୍ୟବହାର ଉପଯୋଗୀ ନୁହେଁ । ପାଣି ନାଳ ଆବର୍ଜନା ମୁକ୍ତ ହେଲେ ଅଞ୍ଚଳର ଚାଷୀ ମାନଙ୍କ  ଜୀବନରେଖା ହେବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଥିଲେ । ବର୍ଷା ନ ହେଲେ ମଧ୍ୟ ପାଣି ନାଳ ଯୋଗୁ ତଳି ଅଞ୍ଚଳରେ ଚାଷ ହେଉଥିବା ତଥା ପାଣି ନାଳ ବନ୍ଦ ହେଲେ ଚାଷୀ ର ଚାଷ ଉଜୁଡ଼ି ଯିବ ବୋଲି ଗ୍ରାମବାସୀ ଏବଂ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମର ଜଗଦୀଶ ନାଏକ, ସୁଧାକର ନାଏକ, ଦୟ ସାଗର ନାଏକ, ହେମ ସାଗର ନାଏକ, ଅର୍ଜୁନ ନାଏକ, ଭୀମସେନ ନାଏକ ଏବଂ ହରେକୃଷ୍ଣ ସାହୁଙ୍କ ଘରକୁ ଅସରାଏ ବର୍ଷା ହେଲେ ଆବର୍ଜନା ପାଣି ପଶୁଥିବା ବିଷୟରେ ସରପଞ୍ଚ ଏବଂ ବି ଡି ଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ନାଳ ସଫା ହୋଇନାହିଁ । ସରପଞ୍ଚ କୌଣସି କଥା ଶୁଣୁ ନ ଥିବାରୁ ଆଗାମୀ ଦିନରେ ସରପଞ୍ଚ, ନାଏବ ସରପଞ୍ଚ ଏବଂ ପି ଇ ଓ ଙ୍କ କାରନାମା ର ରହସ୍ୟ ଗ୍ରାମବାସୀଙ୍କ ବୟାନ ଅନୁସାରେ ଆଗାମୀ ଦିନରେ ପ୍ରେରଣା ରେ ପ୍ରକାଶ ପାଇବ । 
                        
                          


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like