-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ଏ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବିନିକା ବ୍ଲକ ସ୍ଥିତ ଚରଦା କପିଳେଶ୍ଵର ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ଅଶୋକ ପୃଷ୍ଟିଙ୍କ ସଭାପତିତ୍ବରେ ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଏକ ଜରୁରୀକାଳୀନ ଵୈଠକ ଅନୁଷ୍ଟିତ ହୋଇଥିଲା l ଏଥିରେ ମନ୍ଦିର ଅଧୀନରେ ଥିବା ମହଖଣ୍ଡ ଜମି ନିଲାମ ଉପରେ ଆଲୋଚନା ହୋଇଥିଲା l
କମିଟି ସଦସ୍ୟ ପ୍ରଶାନ୍ତ ପୂଜାରୀ,ଆଶିଷ ମଲ୍ଲିକ, ନିମେ଼ଇ ଚରଣ ଚୌଦୁରୀ,ସଦାନନ୍ଦ ଥନlପତି, ଲକ୍ଷଣ ଥନlପତି,ହରେକୃଷ୍ଣ ଥନlପତୀ, ମନୋରଞ୍ଜନ ଥନlପତୀଙ୍କ ସମେତ ମନ୍ଦିର ସେବାୟତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l