-+91-9937148622 |

prerana_bgr@rediffmail.com |

  Monday 15th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      *ସୋନପୁର ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର*-;   (14-Jun-2026)       ||      ତାଳଦଣ୍ଡା କେନାଲ୍ ପାଚେରି ନିର୍ମାଣରେ ସାଙ୍ଘାତିକ ଦୁର୍ନୀତି । କାମ ସରିନି ୨ କୋଟି ଟଙ୍କା ଖର୍ଚ୍ଚ ହେଲା କିପରି ।ଆଉ ୧୫ ଦିନ ପରେ ଚାକିରିରୁ ଅବସର ନେବେ ।ଭିଜିଲାନ୍ସ ତଦନ୍ତ ପାଇଁ ଦାବି ।   (14-Jun-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ*   (14-Jun-2026)       ||      ଜୈନ ତେରାପନ୍ଥ ଯୁବକ ପରିଷଦର ନୂତନ ଅଧ୍ୟକ୍ଷ ହେଲେ ସାମ୍ବାଦିକ ମନୋଜ କୁମାର ଜୈନ   (14-Jun-2026)       ||      ଆଉ ମାତ୍ର କିଛି ଘଣ୍ଟା ପରେ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।   (14-Jun-2026)       ||      କବିତା ସଂକଳନ ଝରକା ସେପାଖେ ଉନ୍ମୋଚିତ   (14-Jun-2026)       ||     

HOME   ବିଶେଷ

               ଜ୍ଞ-ଜଘଇ ଟୀକା- ଟୀକାକରଣରେ ଏକ ନୂତନ ଯୁଗ            

19-Jun-2021



  ଆମେ ଟିକିଏ ଭାଗ୍ୟବାନ । ତ୍ୱରିତ ସମୟସୀମା ମଧ୍ୟରେ କୋଭିଡ-୧୯ ଟୀକାର ଉଦ୍ଭାବନ ସହିତ, ବ୍ୟବହାର ଉପଯୋଗୀ ପାଇଁ ଜରୁରୀ ଥିବା କ୍ଲିନିକାଲ ପରୀକ୍ଷଣର ପ୍ରତ୍ୟେକ ପର୍ଯ୍ୟାୟ ଦେଇ ଗତିକରିଛି । ତେବେ, ଏହା ସମ୍ଭବ ହେଲା କିପରି? ସାରସ୍‌-କୋଭି-୨ ଅନ୍ୟ କିଛି ଭୂତାଣୁ ଯେପରିକି ଏଚ୍‌.ଆଇ.ଭି. କିମ୍ବା ଡେଙ୍ଗୁ ଭଳି ଜଟିଳ ନୁହେଁ । ଏହି ଦୁଇଟି ଭୂତାଣୁ ପାଇଁ ଟୀକାର ବିକାଶ ବୈଜ୍ଞାନିକମାନଙ୍କୁ ଦଶନ୍ଧି ଧରି ଅଟକାଇ ରଖିଛି । ପ୍ରାୟ ଏକବର୍ଷ ପୂର୍ବରୁ ସାଧାରଣ ଜନତା, କୋଭିଡ-୧୯ ପାଇଁ ଦାୟୀ ଭୂତାଣୁ ସାରସ୍‌-କୋଭି-୨ ବିଷୟରେ କେବେ ଶୁଣିନଥିଲେ । ବର୍ତମାନ କୋଭିଡ-୧୯ ସହିତ ଲଢିବା ପାଇଁ ଆମ ପାଖରେ ଜ୍ଞ-ଜଘଇ-ଟେକନୋଲୋଜି ବ୍ୟବହାର କରୁଥିବା ସ୍ୱଦେଶୀ ଟୀକା ଅଛି । ଟୀକା ବିକାଶ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକବର୍ଷ ମଧ୍ୟରେ ଏହି ଟୀକାଗୁଡିକ ବିକାଶ, ମୂଲ୍ୟାଙ୍କନ ଏବଂ ପ୍ରସ୍ତୁତି ସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଗଲା । କୋଭିସିଲ୍ଡ ଟୀକା ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ବିଶ୍ୱର ସର୍ବବୃହତ୍ ଟୀକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ସ୍ଥାନୀୟ ଭାବରେ ପ୍ରସ୍ତୁତ କରାଯାଉଛି । ଏହା ମାସକୁ ୬ଠ ମିଲିୟନରୁ ଅଧିକ ଡୋଜ୍ ଉତ୍ପାଦନ କରୁଛି । ଅନ୍ୟଟି ହେଲା କୋଭାକ୍ସିନ, ୨୪ ବର୍ଷର ଅଭିଜ୍ଞତା ଥିବା  ଭାରତ ବାୟୋଟେକ ଇଂଟରନ୍ୟାସନାଲ ଦ୍ୱାରା ଭାରତର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାଇରୋଲୋଜି ଦ୍ୱାରା ପୃଥକୀକୃତ ନିିଷ୍କ୍ରିୟ କରୋନା ଭାଇରସରୁ ପ୍ରସ୍ତୁତ, ଯାହା ଶରୀରରେ ଇଞ୍ଜେକସନ ଦେବା ନିରାପଦ ଅଟେ । ବୈଜ୍ଞାନିକମାନେ କୋଭିଡ-୧୯ ବିରୁଦ୍ଧରେ ନିରାପଦ ଓ ପ୍ରଭାବଶାଳୀ ଟୀକା ସୃଷ୍ଟି କରିବାରେ ଏତେ ଶୀଘ୍ର ସକ୍ଷମ ହେବାର ମୁଖ୍ୟ କାରଣ ହେଲା-ଏହି ମହାମାରୀ ଆରମ୍ଭ ହେବା ବହୁ ପୂର୍ବରୁ ବିଗତ ଦଶନ୍ଧିରେ ଜ୍ଞ-ଜଘଇ-ଟେକନୋଲୋଜି ପ୍ରୟୋଗ କରି ଅନୁରୂପ ଶ୍ୱାସରୋଗ ସୃଷ୍ଟିକାରୀ ଭୂତାଣୁ ପାଇଁ ଟୀକା ଉପରେ ଅନେକ ଗବେଷଣା କରାଯାଇଥିଲା । ଏହି ଶ୍ରେଣୀର ଅନେକ ଭୂତାଣୁ ସହିତ ଲଢିବା ପାଇଁ ଟୀକାର ପ୍ରୟୋଗ ହୋଇସାରିଛି ଏବଂ ସେମାନଙ୍କ ମଧ୍ୟରୁ କୌଣସି ସୁରକ୍ଷା ପ୍ରୋଟୋକଲ ଲଙ୍ଘିନାହାନ୍ତି ।
                     ଉଭୟ ଟୀକାର ନିରାପଦତା ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ସମସ୍ତ ନିର୍ଦ୍ଧିଷ୍ଟ ଶୃଙ୍ଖଳିତ ପ୍ରକ୍ରିୟା ଏବଂ କ୍ଲିନିକାଲ ଅନୁସନ୍ଧାନ ଫଳା ଫଳଗୁଡିକର ନିରପେକ୍ଷ ବିଶେଷଜ୍ଞ ସମୀକ୍ଷାର ସ୍ପଷ୍ଟଧ୍ୟାନ ଜରୁରୀ ଥିଲା । ଅନେକ ସରକାର ତୁରନ୍ତ  କ୍ଲିନିକାଲ ଟ୍ରାଏଲ ସେଟ୍‌-ଅପ ଅନୁସନ୍ଧାନ ପାଣ୍ଠି ଏବଂ ଅନୁସନ୍ଧାନ ପ୍ରକାଶନର ସାଧାରଣ ସମୟସାପେକ୍ଷ ପ୍ରକ୍ରିୟାକୁ ସମ୍ବୋଧିତ କଲେ । ଯେଉଁ ସରକାର ଯେତେଶୀଘ୍ର ଏହା ଉପରେ ଗୁରୁତ୍ୱ ଦେଲେ, ସେ ଦେଶରେ ସେତେ ଶୀଘ୍ର ଏହା ଉପଲବ୍ଧ ହୋଇପାରିଲା । ପୁଣି ଏହାର ସାର୍ବଜନୀନ ବ୍ୟବହାର ପାଇଁ ଠିକ୍ ସମୟରେ ପାଣ୍ଠି ସୁରକ୍ଷିତ କରିବା ଏବଂ ଟୀକାକରଣର ସଠିକ୍ ଯୋଜନା ପ୍ରସ୍ତୁତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ଦାୟିତ୍ୱ ।
                 ଏକ ଗଭୀର ଅଧ୍ୟୟନ:-
        ୨ଠ୧୯ର ଶେଷ ଭାଗରେ ଯେତେବେଳେ ସାରସ୍‌-କୋଭି-୨ ଘଟଣା ସାମନାକୁ ଆସିଲା, ବୈଜ୍ଞାନିକମାନେ ତୁରନ୍ତ ଏହାର ସଠିକ୍ ଜେନେଟିକ୍ କୋଡ୍ କ୍ରମ ଏବଂ ଏହି ଭୂତାଣୁ କିପରି ମାନବ କୋଷକୁ ସଂକ୍ରମିତ କରେ ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟିକରେ, ସେ ବିଷୟରେ ଜାଣିବାକୁ ପାଇଲେ । ଏହି ସଙ୍କେତ ହିଁ ଯଥେଷ୍ଟ ଥିଲା ଟୀକା ବିକାଶ ପାଇଁ । ଅନୁସନ୍ଧାନକାରୀମାନେ ଏହାକୁ ଏକ ପରୀକ୍ଷାମୂଳକ ପ୍ରଣାଳୀରେ ଉପଯୋଗ କରିଥିଲେ, ଯାହାକି ଅନ୍ୟ ଜୀବାଣୁଙ୍କ ପାଇଁ  ଅନୁସନ୍ଧାନ ହୋଇସାରିଛି । ଯେପରିକି ରେସ୍ପିରେଟରୀ ସେନ୍ସିଟିଆଲାଇରସ (ଜଝଠ), ଯାହା ସାଧାରଣ ଥଣ୍ଡାରୋଗର କାରଣ, କିନ୍ତୁ ଏହି ସଂକ୍ରମଣ ବିଶେଷ କରି ଶିଶୁମାନଙ୍କଠାରେ ଗୁରୁତର ଏବଂ ମରଣାନ୍ତକ ହୋଇପାରେ ।
    ଉଙଠଓଊ-୧୯ର ଆବିର୍ଭାବ ପୂର୍ବରୁ ଏହି ପ୍ରଣାଳୀର ସୃଷ୍ଟି ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା, ଯେତେବେଳେକି ବୈଜ୍ଞାନିକମାନେ ରେସ୍ପିରେଟରୀ ସେନ୍ସିଟିଆଲାଇରସରେ ଥିବା କ୍ଷୁଦ୍ର ପ୍ରୋଟିନର ପରମାଣୁ ଗଠନକୁ ପିନ୍ କରିଥିଲେ । ମାନବ କୋଷକୁ ସଂକ୍ରମିତ କରିବା ପାଇଁ (ଜଝଠ) ପାଇଁ ଏହି ପ୍ରୋଟିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସଂକ୍ରମଣ ପ୍ରକ୍ରିୟାରେ ପ୍ରୋଟିନ ଆକୃତିର ପରିବର୍ତନ କରିଥାଏ । ପ୍ରୋଟିନର ଏକ ନିର୍ଦ୍ଧିଷ୍ଟ ଆକୃତି ଚିହ୍ନିବା ପାଇଁ ଟୀକାଦାନପୂର୍ବକ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରିବାକୁ ପଡିଲା । ପ୍ରାରମ୍ଭିକ ଟୀକା ପ୍ରାର୍ଥୀମାନେ ବିଫଳ ହୋଇଥିଲେ ।
        ତା’ପରେ ବୈଜ୍ଞାନିକମାନେ ଏକ୍ସ-ରେ କ୍ରିଷ୍ଟାଲୋଗ୍ରା‘ି ନାମକ ଏକ ନୂତନ ଟେକ୍ନୋଲୋଜି ବ୍ୟବହାର କରି ସଂକ୍ରମଣର ଜଟିଳ ମୂହୁର୍ତରେ ସେହି ପ୍ରୋଟିନ୍‌ର ଆକାର ଓ ବିସ୍ତୃତି ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟରୁ ନିର୍ଦ୍ଧିଷ୍ଟ ପ୍ରୋଟିନ ଗଠନକ୍ରମକୁ ସ୍ଥିର କରାଯାଇପାରିଲା । ଏହାକୁ ଏକ ଅଣୁ ଭିତରେ ପ୍ୟାକେଜ୍ କଲାପରେ ଏହା ଏକ ଆଂଟିଜେଂଟ ପରି କାର୍ଯ୍ୟକଲା ।  ଏକ ଅଣୁ ଯାହା ଏକ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟିକରେ, ପୂର୍ବରୁ (ଜଝଠ) ପାଇଁ ଚେଷ୍ଟା କରାଯାଇଥିବା ଟୀକା ଅପେକ୍ଷା ଏହା ୫ଠ ଗୁଣ ଅଧିକ ପ୍ରଭାବଶାଳୀ ଥିଲା ।
        (ଜଝଠ) ପାଇଁ ବିକଶିତ ଏହି ପ୍ରକାରର ଟୀକା, ଗଋଜଝବିପକ୍ଷରେ ଏଭଳି ଟୀକାର ବିକାଶ ପାଇଁ ମୂଳଦୁଆ ପକାଇଲା । ସାରସ୍‌-କୋଭି-୨, କୋରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା ସେପରି ଅନ୍ୟ ଏକ ଗୁରୁତର ତୀବ୍ର ଶ୍ୱାସକ୍ରିୟା ସିଂଡ୍ରୋମ । ଏଥର ଗବେଷକମାନେ  ଗଋଜଝ କିମ୍ବା ଅନ୍ୟ ପ୍ରକାରର କୋରୋନା ଭାଇରସ ଟୀକା ସୃଷ୍ଟି କରିବା ପାଇଁ ଆବଶ୍ୟକ ପ୍ରୋଟିନ ଏବଂ ପ୍ରୋଟିନ ମ୍ୟୁଟେସନ ଗଠନ ନିର୍ଣ୍ଣୟ କରିବାପାଇଁ ଅତ୍ୟାଧୁନିକ କ୍ରିଏଜେନିକ ଇଲେକଟ୍ରନ ମାଇକ୍ରୋସ୍କୋପି ବା ମକ୍ସଚ୍ଚକ୍ଟ-ଋଗନାମକ ଏକ ନୂତନ ପ୍ରଯୁକ୍ତିକୁ ବ୍ୟବହାର କଲେ ।
        ଏହି ସମୟରେ ଅନ୍ୟ ବୈଜ୍ଞାନିକବର୍ଗଙ୍କ ଦ୍ୱାରା କର୍କଟ ସମେତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଜ୍ଞ-ଜଘଇ ଟେକ୍ନୋଲୋଜିର ଉପଯୋଗିତା ଉପରେ ଅନୁସନ୍ଧାନ କରାଯାଉଥିଲା । ଯେତେବେଳେ ଉଙଠଓଊ-୧୯ ମହାମାରୀ ଉତ୍ପନ୍ନ ହେଲା, ଏହି ଦୁଇଟି ବୈଜ୍ଞାନିକ ଜଗତ ମିଳିତ ହୋଇଉଙଠଓଊ-୧୯ ବିରୁଦ୍ଧରେ  ବ୍ୟବହାର ପାଇଁ ଅନୁମତି ପ୍ରାପ୍ତ ପ୍ରଥମ ଜ୍ଞ-ଜଘଇ ଟୀକା ସୃଷ୍ଟି କରିବାକୁ ଏକତ୍ରିତ ହେଲେ ।
               ଜ୍ଞ-ଜଘଇ ଟୀକା କିପରି କାମ କରେ:-
        ପାରମ୍ପରିକ ଟୀକା ପ୍ରସ୍ତୁତିପାଇଁ ଦୁର୍ବଳ ଜୀବନ୍ତ ଭୂତାଣୁ, ମୃତ ଭାଇରସ୍ କିମ୍ବା କେବଳ କେତେକ ଭୂତାଣୁ ପ୍ରୋଟିନ ବ୍ୟବହାର କରାଯାଇଥାଏ । ଉଙଠଓଊ-୧୯ ଟୀକା ପାଇଁ ଏହି ପଦ୍ଧତିଗୁଡିକ ମଧ୍ୟରୁ କେତେକ ବର୍ତମାନ ମଧ୍ୟ ପରୀକ୍ଷଣ ସ୍ତରରେ ଅଛି । କିନ୍ତୁ ଏହି ପଦ୍ଧତି ପାଇଁ ବୀଜାଣୁ ବୃଦ୍ଧି ଏବଂ ପ୍ରୟୋଗ ଉପଯୋଗୀ କରିବା ସମୟସାପେକ୍ଷ ଏବଂ ଏହା ଅତ୍ୟନ୍ତ କଷ୍ଟଦାୟକ କାର୍ଯ୍ୟ । ଏପରି ଏକ ଟୀକା ବିକଶିତ ହେବାପାଇଁ ଅନେକ ସମୟ ଲାଗିବା ସହିତ ଗୁରୁତର ଜଟିଳତାର ମଧ୍ୟ ଆଶଙ୍କା ଥାଏ ।
        ଏକ ପ୍ରକୃଷ୍ଟ ଉପାୟ ହେଉଛି ମେସେଞ୍ଜର ଜଘଇ, କିମ୍ବା ଜ୍ଞ-ଜଘଇ ବ୍ୟବହାର କରିବା କୋଷଗୁଡିକ ପାଇଁ ପ୍ରତିଦିନ ଆବଶ୍ୟକ କରୁଥିବା ପ୍ରୋଟିନ ତିଆରି କରିବାରେ ସକ୍ଷମ ହେବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜେନେଟିକ୍ କୋଡ । ଜ୍ଞ-ଜଘଇ ଏକ ପାଠ୍ୟବାର୍ତା, ଯାହାକି ସେଲ୍ ବା ଜୀବକୋଷଗୁଡିକୁ କ’ଣ ଓ କେବେ କରିବାକୁ ହେବ, ନିର୍ଦ୍ଦେଶ ଦେଇଥାଏ । ଏପରି ଟୀକା ଆମର କୋଷଗୁଡିକୁ ଏପରି ଏକ ପାଠ୍ୟବାର୍ତା ଦେବ, ଯାହା ଦ୍ୱାରା ଜୀବକୋଷ ଆକ୍ରମଣକାରୀ ପ୍ରୋଟିନ୍ ସଂସ୍ପର୍ଶରେ ଆସିବା ମାତ୍ରେ ତା’ବିରୁଦ୍ଧରେ ଆଂଟିବଡି ତିଆରି କରି ପ୍ରତିକ୍ରିୟାସ୍ୱରୂପ ନିରସ୍ତ୍ର କରିବ ।
        ପୂର୍ବ ଅନୁସନ୍ଧାନ ବଳରେ ବୈଜ୍ଞାନିକମାନେ ଝଇଜଝ-ଉକ୍ଟଙ୍ଖ-୨ପୃଷ୍ଠରେ ଥିବା କ୍ଷୁଦ୍ର ସ୍ପାଇକ୍ ପ୍ରୋଟିନର ଗଠନ ନିର୍ଣ୍ଣୟ କରିବା ପରେ, ସେହି କ୍ଷୁଦ୍ର ସ୍ପାଇକ ପ୍ରୋଟିନ୍ ତିଆରି ପାଇଁ ଦାୟୀ ଥିବା ଜେନେଟିକ୍ କୋଡ ସହଜରେ ନିଶ୍ଚିତ କରନ୍ତି । ଏହି ପ୍ରୋଟିନ ହେଉଛି ଜ୍ଞ-ଜଘଇ  ଟୀକାର ଲକ୍ଷ୍ୟ । ଏହାକୁ ଲ୍ୟାବରେ ସିନ୍ଥେସାଇଜ କରି ପ୍ରତିଷେଧକ ଟୀକା ତିଆରି କରାଯାଉଛି ଏବଂ ଅଳ୍ପ ସମୟରେ ଏହାର ବହୁ ପରିମାଣର ଉତ୍ପାଦନ କରାଯାଇ ପାରୁଛି । ଏହା ହିଁ ସ୍ୱଳ୍ପ ସମୟ ମଧ୍ୟରେ ଅତି ଉପଯୋଗୀ ସୁରକ୍ଷିତ ଏବଂ ଉନ୍ନତଗୁଣ ମାନର ଟୀକା ଉଦ୍ଭାବନ ଏବଂ ପ୍ରସ୍ତୁତିର କାହଣୀ । ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ କେବେ ପର୍ଯ୍ୟନ୍ତ ଦେଶର ଶେଷ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ, ତାହା ହିଁ ଦେଖିବାକୁ ରହିଲା । ଯେଉଁ ଦେଶ ପାଖରେ ଦୁଇ ଦଶନ୍ଧିର ସଫଳ  ପଲସ୍ପୋଲି ଓ ଅଭିଯାନର ଅଭିଜ୍ଞତା ରହିଛି, ସେହି ଭାରତବର୍ଷରେ ଏହା କେବେ ବି ଅସମ୍ଭବ ହୋଇନପାରେ । ସବୁକିଛି ନିର୍ଭର କରେ ଇଚ୍ଛାଶକ୍ତି ଏବଂ ନିଷ୍ଠା ଉପରେ ।

                                               ଡା. ସୁଜ୍ଞାନେନ୍ଦ୍ର ମିଶ୍ର
                                         ଗାଇନକୋଲୋଜିଷ୍ଟ, ବଲାଙ୍ଗିର


News Comment




Photo in News

Advertisment
Lastest News
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026
  ଜିଲ୍ଲା  
ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   15-Jun-2026
  ଜିଲ୍ଲା  
ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   15-Jun-2026
  ଜିଲ୍ଲା  
ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   15-Jun-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   15-Jun-2026
  ଜିଲ୍ଲା  
*କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   15-Jun-2026
  ଜିଲ୍ଲା  
ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   15-Jun-2026
  ଜିଲ୍ଲା  
ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   15-Jun-2026
  ଜିଲ୍ଲା  
ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   14-Jun-2026

You Might Also Like