-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜୀବନଶୈଳୀ

ପ୍ରଶାସନ ଫେଲ,ସରପଞ୍ଚ ପାସ ;ନିଜସ୍ୱ ଉଦ୍ୟମ ରେ ଢେପାଗୁଡା ଗ୍ରାମରେ ନିର୍ମାଣ କଲେ କାଠ ପୋଲ

17-Jun-2021



ଭଞ୍ଜନଗର (ଉମା ମହାରଣା) :କରୋନା ଭାଇରସ ! ଯାହାକୁ ନେଇ ଏବେ ସବୁଠେ ଚାଲିଛି ସଚେତନତା କାର୍ଯ୍ୟକ୍ରମ ସାଙ୍ଗକୁ ଘନଘନ ପ୍ରଶାସନିକ ସ୍ତରରେ ବୈଠକ । ହେଲେ ଏହି କୋରୋନା କାଳରେ ବଣ ଜଙ୍ଗଲରେ ବାସ କରୁଥିବା ଅlଦିବାସୀ ମାନଙ୍କ ଇଲାକାର ସମସ୍ୟା ପ୍ରତି କାହାରି ବି ନଜର ନାହିଁ । ଆଗାମିଦିନରେ ବର୍ଷା ମାଡି ଆସୁଛି l ଏଯାଏଁ ପ୍ରଶାସନର ଦେଖା ନାହିଁ ା ଆଦିବାସୀ ଇଲାକାରେ ବସବାସ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ କିଏ ଅବା ବୁଝିବ ା ତଥାପି ଏହି ଭଳି ସମୟରେ ନିଜ ଗ୍ରାମ ପଞ୍ଚାୟତର ଲୋକଙ୍କ ସମସ୍ୟାର ସମାଧାନ ବାଟ ପାଇଁ ଅଣ୍ଟା ଭିଡିଲେ ଖୋଦ ସରପଞ୍ଚ  l ଯାହା ପ୍ରଶାସନ କରି ପାରୁନଥିଲା ତାହା କରିଦେଖାଇ ଦେଲେ ସରପଞ୍ଚ । ନିଜସ୍ଵ ଖର୍ଚ୍ଚ ତଥା ନିଜସ୍ଵ ଉଦ୍ୟମରେ ନିର୍ମାଣ କରିଦେଲେ କାଠ ପୋଲଟିଏ, ଯାହାକି ଏବେ ସବୁଠାରୁ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ଟି କଣ ରହିଛି ତା ଉପରେ ଟିକେ ନଜର ପକାଈବା ।
   ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ମୁଜାଗଡ ଗ୍ରାମ ପଞ୍ଚାୟତ । ଯେଉଁ ଗ୍ରାମ ପଞ୍ଚାୟତଟି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ବେଳେ ଏହି ଗ୍ରାମ ପଞ୍ଚାୟତରେ ରହିଛି ଅନେକ ଅlଦିବାସୀ ଗ୍ରାମ । ତେବେ ତାହା ମଧ୍ୟରୁ ଏକ ଅବହେଳିତ ଗ୍ରାମ ହେଲା ଢେପାଗୁଡା । ଯେଉଁ ଗାଁର 

ଚତୁଃପାର୍ଶ୍ୱରେ ରହିଛି ବଡନଦୀ । ବର୍ଷା ହେଲେ ପୁରା ଯୋଗାଯୋଗ ବିଛିନ୍ନ ହୋଇଯାଏ । ହେଲେ ସେହି ବଡ ନଦୀ ଉପରେ ଏକ ସେତୁଟିଏ ନିର୍ମାଣ ପାଇଁ ବ୍ଳକ ପ୍ରଶାସନ ଠାରୁ ଅlରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ହେଲେ କେହି ସମାଧାନର ବାଟ ଫିଟାଇ ନଥିଲେ l ମୁଜାଗଡ ଗ୍ରାମ ପଞ୍ଚାୟତର  ଶିବ ପ୍ରଧାନ ସରପଞ୍ଚ ଙ୍କ ଗୁହାରି କେହି ବି ସୁଣିଲେ ନାହିଁ । ଗୋଟାଏ ପଟେ କରୋନାର ତାଣ୍ଡବ ଅନ୍ୟପଟେ ଅlଗକୁ ମାଡି ଅlସୁଛି ବର୍ଷା ଦିନ । ଯେମିତି ହେଲେ ଢେପାଗୁଡା ଗାଁର ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନେଲେ ସରପଞ୍ଚ ।  ନିଜସ୍ଵ ଉଦ୍ୟମ ତଥା ନିଜସ୍ଵ ଖର୍ଚ୍ଚରେ କାଠ ବାଉଁଶ ଯୋଗାଡ କରି ବଡ ନଦୀ ଉପରେ ଏକ କାଠ ର ପୋଲ ନିର୍ମାଣ କରି ପୁରା ଦୁନିଅାକୁ ଦେଖାଇ ଦେଲେ । ଖାଲି ସେତିକି ନୁହଁ । ଦିନେ ଯେଉଁ ସମସ୍ୟା କଥାକୁ ପ୍ରଶାସନ ସୁଣୁନଥିଲା ଖୋଦ ସେହି ସମସ୍ୟାର ସମାଧାନ କରିଦେଲେ ସରପଞ୍ଚ । କିଛି ଗାଁ ଲୋକଙ୍କୁ ନେଇ ଖୋଦ ସରପଞ୍ଚ ନିଜେ ହାତରେ ହାତୁଡି ଧରି ବଡ ନଦୀ ଉପରେ ନିର୍ମାଣ କରିଦେଲେ କାଠ ପୋଲ  । ଠିକ ସେୟା ହିଁ ହେଲା । ନିର୍ମାଣ ହେଲା କାଠ ପୋଲ ବର୍ଷ ବର୍ଷର ସମସ୍ୟା ଏବେ ଏକ ପ୍ରକାର ସମାଧାନ ହୋଇଥିବା ବେଳେ ଏବେ ବି ଲୋକେ ଏକ ସ୍ଥାୟୀ ପୋଲର ଅlଶା ମଧ୍ୟ ଏବେ ବି ରଖିଛନ୍ତି । 

  ତେବେ ଏହି ଘଟଣା ଏବେ ସାରା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସରପଞ୍ଚ ଙ୍କ ଏଭଳି ଉଦ୍ୟମ ପ୍ରଶାସନକୁ ଏକ ଶକ୍ତ ଚାପୁଡ଼ା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ