-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||     

HOME   ଜିଲ୍ଲା

ଚାଷୀଙ୍କ ସମସ୍ୟା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କଳିକେଶ ନାରାୟଣ ସିଂହଦେଓ

16-Jun-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ):  କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ପ୍ରକୃତ ବନ୍ଧୁ l ଆଉ ବର୍ତମାନ କରୋନା ମହାମାରୀ ଭଳି ସଙ୍କଟ ଓ  ସୁବର୍ଣ୍ଣପୁର ଚାଷୀଙ୍କ ଘୋର ଦୁଃଖ ଓ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଭଳି ଅସମୟରେ ଦେବଦୂତ ଭଳି ଛିଡା ହୋଇଛନ୍ତି  l ସେଭଳି ଏକ କୃଷକ ସାଥି  ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ବଲାଙ୍ଗୀରର ପ୍ରାକ୍ତନ ସାଂସଦ କଲିକେଶ ନାରାୟଣ ସିଂହଦେଓ l ଏ ଅଂଚଳ ର ଚାଷୀଙ୍କ  ସମସ୍ୟାର ସମାଧାନ ନେଇ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ସାକ୍ଷାତ କରି ଚିଠି ଲେଖି ଜଣାଇଛନ୍ତି l  ଚାଷୀଙ୍କ ମାଳ ଜମି ସମେତ ଚାଷ କରାଯାଉଥିବା ସମ୍ପୂର୍ଣ ଚାଷ ଜମି କୁ ସର୍ଭେ ପରିସର ଭୁକ୍ତ କରିବା, ରଦ୍ଦ ହୋଇଥିବା ଟୋକନ ସବୁକୁ ନବୀକରଣ କରିବା, ଧାନ କିଣାର ଅବ୍ୟବସ୍ଥା ଓ ସମସ୍ତ ତ୍ରୁଟି କୁ ସଂଶୋଧନ ଲାଗି ବହୁ ପୂର୍ବରୁ  ସରକାର ଦେଇଥିବା କଡା ନିର୍ଦ୍ଦେଶନାମାକୁ ଜ଼ିଲ୍ଲା ପ୍ରଶାସନ ଜରିଆରେ ସଠିକ ଅନୁପାଳନ କରାଇବା ଏବଂ ଚାଷ ଜମି ସବୁର ପ୍ରକୃତ ଆକଳନ କରି ନୂତନ ବର୍ଦ୍ଧିତ କୋଟା ଜ଼ିଲ୍ଲା କୁ ଅନୁମୋଦନ କରାଇବା ସହିତ ଚାଷୀ ଉତ୍ପାଦିତ  ଧାନ ର ଟାର୍ଗେଟ ବୃଦ୍ଧି କରାଇ ଶୀଘ୍ର କିଣାଯିଵା ପ୍ରମୁଖ ଦାବି ଏ ଚିଠି ରେ ସେ  ଉଲ୍ଲେଖ କରିଛନ୍ତି  l ଯୁବ ନେତା ଶ୍ରୀ ସିଂହଦେଓ ଙ୍କ ଏ ପ୍ରଚେଷ୍ଟା ଓ ଉଦ୍ୟମ କୁ ଜ଼ିଲ୍ଲା ର ଚାଷୀ ଓ  କୃଷକ ସଂଗଠନ ସ୍ୱାଗତ କରିଥିବା  ଓ କୃତଜ୍ଞତା ଜଣାଇଥିବା ବେଳେ  ଖରିଫ ଧାନ ଅମଳ ପାଇଁ ଜୋର ଦାର ପ୍ରସ୍ତୁତି ବେଳେ ରବି ଧାନ ବିକ୍ରି ପାଇଁ ଜ଼ିଲ୍ଲା  ପ୍ରଶାସନ ପାଖରେ ବାରମ୍ବାର  ଚାଷୀ  ଅଧିଆ ପଡିବା, ରାଜରାସ୍ତାରେ ଶୋଇ ଦାବି ଜଣାଇବା ପରେ ଚାଷୀ ଙ୍କୁ ଗିରଫ ପାଇଁ ତାଙ୍କ ନାଁ ରେ ପୁଣି ପୋଲିସ କେସ ଦାୟର କରିବା ନାଲି ଆଖି ଦେଖାଇଵା ଘଟଣା ସବୁକୁ ଜ଼ିଲ୍ଲାର ବୁଦ୍ଧିଜୀବୀ ଓ ଚାଷୀ ସଂଗଠନ ଦୃଢ଼ ନିନ୍ଦା କରିଛନ୍ତି  l ଏବଂ ପୂର୍ବ ଓଡିଶା ସମେତ ପଡୋଶୀ ରାଜ୍ୟ ମାନଙ୍କରେ ବି କେବଳ କୃଷି ନୁହେଁ ସମସ୍ତ ବିଭାଗ ପୁରାପୁରି ଶୃଙ୍ଖଳିତ ଓ  ବ୍ୟବସ୍ଥିତ ରହି ଆସୁଥିବା ବେଳେ ପଶ୍ଚିମ ଓଡିଶା ର ସବୁ ଜ଼ିଲ୍ଲା  ମାନଙ୍କ ରେ ଏତେ ଅବ୍ୟବସ୍ଥା କାହିଁକି ଓ ଅନ୍ନଦାତାଙ୍କୁ କିଏ କେବେ କେଉଁଠି ଧୋକା ଦିଏ କି  ବୋଲି ଚାଷୀ  ପ୍ରଶ୍ନ କରିଛନ୍ତି l ସତରେ ଲୋକଙ୍କ ସ୍ୱର  ପହଂଚୁନି ନା ନେତାଙ୍କ ସ୍ୱର ପ୍ରକୃତ ଜାଗାକୁ ପହଞ୍ଚି ପାରୁନି ଏବେ ତାହା ସଂନ୍ଦେହେ ଘେରରେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   31-Jul-2026
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026

You Might Also Like