-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Jun-2021
ବିନିକା(ହିମାଂଶୁ ଶେଖର ପୁଟେଲ) : ବିନିକା ମାଟିର ଗୌରବ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ଆଜି ଦ୍ୱାଦଶାହ ଦିନରେ ମୁକ୍ତିତିର୍ଥ ପାପକ୍ଷୟ ଠାରେ ବିନିକା ପାପକ୍ଷୟ ଲୋକମହୋତ୍ସଵ କମିଟି ତରଫରୁ "ଅଟଲ" ନାମରେ ଏକ ପୁସ୍ତକ ଉନ୍ମୋଚନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଏହି ଅବସରରେ କମିଟି ସଭାପତି ଧର୍ମରାଜ୍ୟ ପଣ୍ଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ପୂର୍ବତନ ନଗର ପାଲ ଉସତ କୁମାର କର,
ଓଡ଼ିଶା ସାହିତ୍ୟ ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ କୁମାର ତ୍ରିପାଠୀ, ସାମାଜିକ କର୍ମୀ ସୃଜନ କୁମାର ପଣ୍ଡା, ଧର୍ମେନ୍ଦ୍ର ଥାନାପତି, ସରପଂଚ ମାନସ ବେହେରା, ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l