ଉପସ୍ଥାପନା-  ପବିତ୍ର ମୋହନ ଦାସ

  *୧) ସ୍ତ୍ରୀ- ବିବାହ ପୁର୍ବରୁ ତୁମେ ବହୁତ ମନ୍ଦିର ଯାଉଥିଲ,*

*ଏବେ କଣ ହୋଇଯାଈଛି କି ?*
*ସ୍ୱାମୀ- କିଛି ନାହିଁ ବାସ୍ ତୁମକୁ ବାହା ହୋଇଯାଇଛି, ଓ ମୋର ଭଗବାନଙ୍କ ଉପରୁ ଭରସା ଉଠିଯାଇଛି ।*
 
  *୨) ଚିକୁ- ଦୋକାନୀକୁ- ଗୋରା କରିବାର କ୍ରିମ୍ ଅଛି ଆପଣଙ୍କ ପାଖରେ ଦୋକାନୀ- ହଁ ଅଛି , ଚିକୁ- ତାହେଲେ ଲଗାଉନ କଣ ପାଇଁ ? ତୁମକୁ ଦେଖିକରି ମୁଁ ସବୁବେଳେ ଡରିଯାଉଛି ।*
 
  *୩) ସୋନୁ ଗାର୍ଲଫ୍ରେଣ୍ରକୁ –ତୁଜମେ ରବ୍ ଦିଖତା ହେଁ ୟାରା ମେଁ କ୍ୟା କରୁଁ, ଗାର୍ଲଫ୍ରେଣ୍ତ- କଣ କରିବ , ପଇସା ପକାଅ, ମୁଣ୍ତ ନୁଆଁଓ ଓ ଆଗକୁ ଚାଲ ଆହୁରି ଭକ୍ତ ଲାଇନ୍ ରେ ଅଛନ୍ତି ।*
 
  *୪) କେବେ ଦୁଃଖୀ ହୋଇଥିବ ଯଦି ନିଜ ବାହାଘର ଭିଡିଓ ଚଲାଇକି ଦେଖିବେ , ଆପଣଙ୍କ ସ୍ତ୍ରୀ ଆପଣଙ୍କ ଗଳାରେ ବରଣମାଳା ପକାଇବ, ଓ ଆପଣ ଓଲଟା ଫେରା ନେବେ , ତାପରେ ଆପଣ ମଣ୍ତପରୁ ଫେରିବେ , ଓ ତାପରେ ଆମେ ନାଚିକରି ପୁଣି ଫେରିଯିବୁ ।*
 
  *୫) ଜଣେ ବ୍ୟକ୍ତି ଆତ୍ମହତ୍ୟା ଉପରେ ଭାଷଣ ଝାଡୁଥିଲା , ଆତ୍ମହତ୍ୟା କରିବା ପାପ ଅଟେ, ପାଗଳାମି ଅଟେ, ଭିରୁକ ଅଟେ, ଓ ଏକ ଅପରାଧ ବି ଅଟେ, ଆତ୍ମହତ୍ୟା କରିବା ଠାରୁ ଭଲ କି ଆପଣ ନିଜକୁ ଗୁଳି କରିଦିଅନ୍ତୁ ।*
 
 *୬) ଗୋଟେ କଥା ସବୁବେଳେ ମନେ ରଖିବ , ଦୁନିଆଁରେ କିଛି ମିଳୁ କି ନ ମିଳୁ, ଦୁଇଟି ଜିନିଷ ହକରେ ନେବା ଉଚିତ୍ , ଏକ ସିଙ୍ଗଡା ସହ ଏକ୍ସଟ୍ରା ଚଟଣୀ, ଦ୍ୱିତୀୟ ଗୁପ୍ ଚୁପ୍ ଖାଇବା ବେଲେ ଏକ ସୁଖିଲା ପାମ୍ପୁଡି ।*
 
  *୭) ଶିକ୍ଷକ- ତୁମ ପାରା ବିଷୟରେ ସବୁ ଜାଣିଛ , ସଞ୍ଜୁ- ହଁ, ଶିକ୍ଷକ- ଭଲ କୁହ ତାହାଲେ କେଉଁ ପାରା ଉଡିପାରେ ନାହିଁ , ସଞ୍ଜୁ- ମରିଯାଇଥିବାପାରା, ଶିକ୍ଷକ- ମୁଁ ଯାହା ପରାରୁଛି ତାହାର ଜବାବ୍ ଫଟାଫଟ୍ ଦେ, ସଞ୍ଜୁ-ହଁ ସାର୍, ଶିକ୍ଷକ- ଭାରତର ରାଜଧାନୀ ନାଁ କୁହ ? ସଞ୍ଜୁ- ଫଟାଫଟ ।*
 
  *୮) ସେହି ଦିନ ଆଉ ବେଶୀ ଦୁର ନାହିଁ ଯେବେ ଆମେ ରୋଡର ବସରେ ଲଗାଯାଇଥିବା ପୋଷ୍ଟର ଦେଖିବା, ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛାଡନ୍ତୁ , ପାଗଳ ହୋଇଥିବା ଫେସବୁକ୍ ବ୍ୟକ୍ତିକୁ ଆମର ପାଖକୁ ଆଣନ୍ତୁ, ବଣ୍ଟି ବାବା- ସବୁ ଶୁକ୍ରବାର ଓ ମଙ୍ଗଳବାର ।*
 
  *୯) ଅଧ୍ୟାପକ- ଛାତ୍ରକୁ- କୁହ ତୁମେ ଇତିହାସ ପୁରୁଷରେ ସବୁଠାରୁ ଅଧିକା ଘୃଣା କାହାକୁ କରୁଛ ? ଛୁଆ- ରାଜା ରାମମୋହନ ରାୟ ଙ୍କୁ ଅଧ୍ୟାପକ- କଣପାଇଁ ? ଛୁଆ- ସେ ବାଳ ବିବାହ ବନ୍ଦ କରିଦେଲେ , ନହେଲେ ଆଜି ଆମର ସ୍ତ୍ରୀ ପିଲା ଛୁଆ ଥାନ୍ତେ ।*
 
  *୧୦) ସେଇ ପୁରୁଣା ଫିଲ୍ମର ଶଶୁର ଆମକୁ କାହିଁକି ମିଳୁନାହାନ୍ତି ? ଯିଏ କହନ୍ତି କି ଇଏ ନିଅ ବ୍ଲାଙ୍କ ଚେକ୍ ଓ ଏଠୁ ପଳାଅ , ମୋର ଝିଅର୍ ଜୀବନରୁ ।*
 
 *୧୧) ଅଧ୍ୟାପକ- ଗଧର ସାମ୍ନାରେ ଏକ ବୋତଲ ମଦ ରଖିଲେ ଓ ଏକ ବାଲଟି ପାଣି- ଗଧା ସବୁ ପାଣି ପିଇଗଲା, ଅଧ୍ୟାପକ ଛୁଆକୁ ପଚାରିଲା ତୁମେ କଣ ଶିଖିଲ ? ଛୁଆ- ଯିଏ ମଦ ପିଏନି ସିଏ ଗଧ ବୋଲି ।*
 
 *୧୨) ନିଜ ଗାର୍ଲଫ୍ରେଣ୍ତକୁ କେବେ କନ୍ଦାଅ ନାହିଁ କାରଣ, ବହୁତ ହାରାମୀ ବସିଥାନ୍ତି , ତାଙ୍କ ଆଖିରୁ ଲୁହ ପୋଛିବାପାଇଁ ।*
 
  *୧୩) ପୁଅ ଝିଅକୁ ନିଜ କାର୍ ରେ ବସାଇକରି ନେଇଯାଉଥିଲା , ଝିଅ- ଆମେ କୁଆଡେ ଯାଉଛେ ? ପୁଅ- ଲଙ୍ଗ୍ ଡ୍ରାଇଭ୍ ରେ , ଝିଅ- ବଢିଆ, ପ୍ରଥମେ କାହିଁକି କହିଲ ନାଇଁ ? ପୁଅ- ମୋତେ ଏବେ ଜଣାପଡିଲା , ଝିଅ-କେମିତି ? ପୁଅ- ବ୍ରେକ୍ ଲାଗୁନି ମୋର ।*
 
  *୧୪)ମୁଁ ସେମିତି ଉଦାସ ହୋଇ ବସିକି ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିରେ ତ ଆସେ , ତୋର ଉଦାସି ବାହାର କରିଦେବି, ତୋର ବାଲି ଚକ୍କରରେ ମୋର ବାଲିର ମୁଣ୍ତ ଫଟାଇଦେଇଛୁ ।*
 
  *୧୫) ଦୁଇଟି ଝିଅ ପରସ୍ପର କଥା ହେଉଥିଲେ, ପ୍ରଥମ ଝିଅ- ଆଜି ପରେ କେଉଁ ପୁଅଙ୍କୁ ବିଶ୍ୱାସ୍ କରିବିନି, ସବୁ ଶଳା ମିଛୁଆ, ଧୋକେବାଜ୍, ଓ କମିନା ହୋଇଥାନ୍ତି, ଦ୍ୱିତୀୟ ଝିଅ- କଣ ହେଲାକି ତୋର , ବୟଫ୍ରେଣ୍ତ ତୋତେ କଣ୍ କହିଲା କି? ପ୍ରଥମ ଝିଅ- ନା ନିଅନି ସେହି ମିଛୁଆର , ଧୋକେବାଜର , ମୁଁ ଆଜିପରେ ତାର ମୁହଁଦେଖିବାକୁ ଚାହୁଁନି, ଦ୍ୱିତୀୟ ଝିଅ- କଣ ହୋଇଗଲା କି କଣ ତୁମେ ତାକୁ କେଉଁ ଅନ୍ୟ ଝିଅ ସହ ଦେଖିଦେଲ କି ? ପ୍ରଥମ ଝିଅ- ଆରେ ନା, ସେ ମୋତେ ମୋର ଦ୍ୱିତୀୟ ବୟଫ୍ରେଣ୍ତ ସହ ଦେଖିଦେଲା, ଯେବେ କି ମୋତେ କଲ୍ କରି କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ବୋଲି ।*
 
  *୧୬) ଝିଅର ଫୋନ୍ ଆସେ ପୁଅ ପାଖକୁ, ପୁଅ- ହଁ କୁହ କେତେ ରିଚାର୍ଜ କରିବି ? ଝିଅ- ତୁମକୁ କଣ ଲାଗୁଛି ମୁଁ ତୁମକୁ ସବୁବେଳେ ରିଚାର୍ଜ କରିବାପାଇଁ ଫୋନ୍ କରୁଛି କି ? ପୁଅ- ତ ? ଝିଅ- ୨ ଟା ଭଲ ଫ୍ୟାନ୍ସସି ଡ୍ରେସ୍ କିଣିଦେଉନା ?*

    "/>

-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ମନୋରଞ୍ଜନ

ପ୍ରେରଣା ସହିତ ସବୁବେଳେ ହସନ୍ତୁ ଏବଂ ଖୁସିରେ ରୁହନ୍ତୁ 

24-Oct-2020

ଉପସ୍ଥାପନା-  ପବିତ୍ର ମୋହନ ଦାସ

  *୧) ସ୍ତ୍ରୀ- ବିବାହ ପୁର୍ବରୁ ତୁମେ ବହୁତ ମନ୍ଦିର ଯାଉଥିଲ,*

*ଏବେ କଣ ହୋଇଯାଈଛି କି ?*
*ସ୍ୱାମୀ- କିଛି ନାହିଁ ବାସ୍ ତୁମକୁ ବାହା ହୋଇଯାଇଛି, ଓ ମୋର ଭଗବାନଙ୍କ ଉପରୁ ଭରସା ଉଠିଯାଇଛି ।*
 
  *୨) ଚିକୁ- ଦୋକାନୀକୁ- ଗୋରା କରିବାର କ୍ରିମ୍ ଅଛି ଆପଣଙ୍କ ପାଖରେ ଦୋକାନୀ- ହଁ ଅଛି , ଚିକୁ- ତାହେଲେ ଲଗାଉନ କଣ ପାଇଁ ? ତୁମକୁ ଦେଖିକରି ମୁଁ ସବୁବେଳେ ଡରିଯାଉଛି ।*
 
  *୩) ସୋନୁ ଗାର୍ଲଫ୍ରେଣ୍ରକୁ –ତୁଜମେ ରବ୍ ଦିଖତା ହେଁ ୟାରା ମେଁ କ୍ୟା କରୁଁ, ଗାର୍ଲଫ୍ରେଣ୍ତ- କଣ କରିବ , ପଇସା ପକାଅ, ମୁଣ୍ତ ନୁଆଁଓ ଓ ଆଗକୁ ଚାଲ ଆହୁରି ଭକ୍ତ ଲାଇନ୍ ରେ ଅଛନ୍ତି ।*
 
  *୪) କେବେ ଦୁଃଖୀ ହୋଇଥିବ ଯଦି ନିଜ ବାହାଘର ଭିଡିଓ ଚଲାଇକି ଦେଖିବେ , ଆପଣଙ୍କ ସ୍ତ୍ରୀ ଆପଣଙ୍କ ଗଳାରେ ବରଣମାଳା ପକାଇବ, ଓ ଆପଣ ଓଲଟା ଫେରା ନେବେ , ତାପରେ ଆପଣ ମଣ୍ତପରୁ ଫେରିବେ , ଓ ତାପରେ ଆମେ ନାଚିକରି ପୁଣି ଫେରିଯିବୁ ।*
 
  *୫) ଜଣେ ବ୍ୟକ୍ତି ଆତ୍ମହତ୍ୟା ଉପରେ ଭାଷଣ ଝାଡୁଥିଲା , ଆତ୍ମହତ୍ୟା କରିବା ପାପ ଅଟେ, ପାଗଳାମି ଅଟେ, ଭିରୁକ ଅଟେ, ଓ ଏକ ଅପରାଧ ବି ଅଟେ, ଆତ୍ମହତ୍ୟା କରିବା ଠାରୁ ଭଲ କି ଆପଣ ନିଜକୁ ଗୁଳି କରିଦିଅନ୍ତୁ ।*
 
 *୬) ଗୋଟେ କଥା ସବୁବେଳେ ମନେ ରଖିବ , ଦୁନିଆଁରେ କିଛି ମିଳୁ କି ନ ମିଳୁ, ଦୁଇଟି ଜିନିଷ ହକରେ ନେବା ଉଚିତ୍ , ଏକ ସିଙ୍ଗଡା ସହ ଏକ୍ସଟ୍ରା ଚଟଣୀ, ଦ୍ୱିତୀୟ ଗୁପ୍ ଚୁପ୍ ଖାଇବା ବେଲେ ଏକ ସୁଖିଲା ପାମ୍ପୁଡି ।*
 
  *୭) ଶିକ୍ଷକ- ତୁମ ପାରା ବିଷୟରେ ସବୁ ଜାଣିଛ , ସଞ୍ଜୁ- ହଁ, ଶିକ୍ଷକ- ଭଲ କୁହ ତାହାଲେ କେଉଁ ପାରା ଉଡିପାରେ ନାହିଁ , ସଞ୍ଜୁ- ମରିଯାଇଥିବାପାରା, ଶିକ୍ଷକ- ମୁଁ ଯାହା ପରାରୁଛି ତାହାର ଜବାବ୍ ଫଟାଫଟ୍ ଦେ, ସଞ୍ଜୁ-ହଁ ସାର୍, ଶିକ୍ଷକ- ଭାରତର ରାଜଧାନୀ ନାଁ କୁହ ? ସଞ୍ଜୁ- ଫଟାଫଟ ।*
 
  *୮) ସେହି ଦିନ ଆଉ ବେଶୀ ଦୁର ନାହିଁ ଯେବେ ଆମେ ରୋଡର ବସରେ ଲଗାଯାଇଥିବା ପୋଷ୍ଟର ଦେଖିବା, ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛାଡନ୍ତୁ , ପାଗଳ ହୋଇଥିବା ଫେସବୁକ୍ ବ୍ୟକ୍ତିକୁ ଆମର ପାଖକୁ ଆଣନ୍ତୁ, ବଣ୍ଟି ବାବା- ସବୁ ଶୁକ୍ରବାର ଓ ମଙ୍ଗଳବାର ।*
 
  *୯) ଅଧ୍ୟାପକ- ଛାତ୍ରକୁ- କୁହ ତୁମେ ଇତିହାସ ପୁରୁଷରେ ସବୁଠାରୁ ଅଧିକା ଘୃଣା କାହାକୁ କରୁଛ ? ଛୁଆ- ରାଜା ରାମମୋହନ ରାୟ ଙ୍କୁ ଅଧ୍ୟାପକ- କଣପାଇଁ ? ଛୁଆ- ସେ ବାଳ ବିବାହ ବନ୍ଦ କରିଦେଲେ , ନହେଲେ ଆଜି ଆମର ସ୍ତ୍ରୀ ପିଲା ଛୁଆ ଥାନ୍ତେ ।*
 
  *୧୦) ସେଇ ପୁରୁଣା ଫିଲ୍ମର ଶଶୁର ଆମକୁ କାହିଁକି ମିଳୁନାହାନ୍ତି ? ଯିଏ କହନ୍ତି କି ଇଏ ନିଅ ବ୍ଲାଙ୍କ ଚେକ୍ ଓ ଏଠୁ ପଳାଅ , ମୋର ଝିଅର୍ ଜୀବନରୁ ।*
 
 *୧୧) ଅଧ୍ୟାପକ- ଗଧର ସାମ୍ନାରେ ଏକ ବୋତଲ ମଦ ରଖିଲେ ଓ ଏକ ବାଲଟି ପାଣି- ଗଧା ସବୁ ପାଣି ପିଇଗଲା, ଅଧ୍ୟାପକ ଛୁଆକୁ ପଚାରିଲା ତୁମେ କଣ ଶିଖିଲ ? ଛୁଆ- ଯିଏ ମଦ ପିଏନି ସିଏ ଗଧ ବୋଲି ।*
 
 *୧୨) ନିଜ ଗାର୍ଲଫ୍ରେଣ୍ତକୁ କେବେ କନ୍ଦାଅ ନାହିଁ କାରଣ, ବହୁତ ହାରାମୀ ବସିଥାନ୍ତି , ତାଙ୍କ ଆଖିରୁ ଲୁହ ପୋଛିବାପାଇଁ ।*
 
  *୧୩) ପୁଅ ଝିଅକୁ ନିଜ କାର୍ ରେ ବସାଇକରି ନେଇଯାଉଥିଲା , ଝିଅ- ଆମେ କୁଆଡେ ଯାଉଛେ ? ପୁଅ- ଲଙ୍ଗ୍ ଡ୍ରାଇଭ୍ ରେ , ଝିଅ- ବଢିଆ, ପ୍ରଥମେ କାହିଁକି କହିଲ ନାଇଁ ? ପୁଅ- ମୋତେ ଏବେ ଜଣାପଡିଲା , ଝିଅ-କେମିତି ? ପୁଅ- ବ୍ରେକ୍ ଲାଗୁନି ମୋର ।*
 
  *୧୪)ମୁଁ ସେମିତି ଉଦାସ ହୋଇ ବସିକି ପାଣିରେ ପଥର ମାରୁଥିଲି, ଅଚାନକ ଏକ ବେଙ୍ଗ ବାହାରିଲା ଓ କହିଲା ପାଣିରେ ତ ଆସେ , ତୋର ଉଦାସି ବାହାର କରିଦେବି, ତୋର ବାଲି ଚକ୍କରରେ ମୋର ବାଲିର ମୁଣ୍ତ ଫଟାଇଦେଇଛୁ ।*
 
  *୧୫) ଦୁଇଟି ଝିଅ ପରସ୍ପର କଥା ହେଉଥିଲେ, ପ୍ରଥମ ଝିଅ- ଆଜି ପରେ କେଉଁ ପୁଅଙ୍କୁ ବିଶ୍ୱାସ୍ କରିବିନି, ସବୁ ଶଳା ମିଛୁଆ, ଧୋକେବାଜ୍, ଓ କମିନା ହୋଇଥାନ୍ତି, ଦ୍ୱିତୀୟ ଝିଅ- କଣ ହେଲାକି ତୋର , ବୟଫ୍ରେଣ୍ତ ତୋତେ କଣ୍ କହିଲା କି? ପ୍ରଥମ ଝିଅ- ନା ନିଅନି ସେହି ମିଛୁଆର , ଧୋକେବାଜର , ମୁଁ ଆଜିପରେ ତାର ମୁହଁଦେଖିବାକୁ ଚାହୁଁନି, ଦ୍ୱିତୀୟ ଝିଅ- କଣ ହୋଇଗଲା କି କଣ ତୁମେ ତାକୁ କେଉଁ ଅନ୍ୟ ଝିଅ ସହ ଦେଖିଦେଲ କି ? ପ୍ରଥମ ଝିଅ- ଆରେ ନା, ସେ ମୋତେ ମୋର ଦ୍ୱିତୀୟ ବୟଫ୍ରେଣ୍ତ ସହ ଦେଖିଦେଲା, ଯେବେ କି ମୋତେ କଲ୍ କରି କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ବୋଲି ।*
 
  *୧୬) ଝିଅର ଫୋନ୍ ଆସେ ପୁଅ ପାଖକୁ, ପୁଅ- ହଁ କୁହ କେତେ ରିଚାର୍ଜ କରିବି ? ଝିଅ- ତୁମକୁ କଣ ଲାଗୁଛି ମୁଁ ତୁମକୁ ସବୁବେଳେ ରିଚାର୍ଜ କରିବାପାଇଁ ଫୋନ୍ କରୁଛି କି ? ପୁଅ- ତ ? ଝିଅ- ୨ ଟା ଭଲ ଫ୍ୟାନ୍ସସି ଡ୍ରେସ୍ କିଣିଦେଉନା ?*

News Comment

Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like

  ମନୋରଞ୍ଜନ  

Jj

  ମନୋରଞ୍ଜନ  

Nnm