-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
ମୋହନା(ପ୍ରେରଣା ଖବର) : ଆଜିର ବିଜ୍ଞାନ ଯୁଗରେ ମଧ୍ୟ ମଧ୍ୟ ଲୋକେ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ରେ ବିଶ୍ବାସ କରୁଛନ୍ତି, ଯାହା ଭାବିଲେ ଦୁଃଖ ଲାଗେ l ଗୁଣିଗାରେଡି ସନ୍ଦେହରେ ବାପା ଏବଂ ପୁଅକୁ ହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି l ଅଡବା ଥାନା ଗୁଲୂବl ପଂଚାୟତ ମୁଠାଗୁଡା ଗାଁ ରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା l l ଘଟଣାସ୍ଥଳରେ ଅଡବା ପୋଲିସ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି l ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ଉଭୟ ବାପା ପୁଅକୁ ଆକ୍ରମଣ କରିଥିବା ସୂଚନା ମିଳିଛି l