-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2021
ସୁନ୍ଦରଗଡ଼ (ପ୍ରେରଣା ଖବର) ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ୩ ପରସେଣ୍ଟକୁ କମିଛି। ସୁନ୍ଦରଗଡ଼ ଜିଲ୍ଲାରେ ଦେଢ ଲଷରୁ ଅଧିକ ଯୁବ ବର୍ଗଙ୍କୁ ଟିକା ଦିଆଯାଇଛି ଏବଂ ସିଟି ସ୍କାନ ସମସ୍ତଙ୍କ ପାଇଁ ମାଗଣା କରାଯାଇଛି ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପାବନ କଲ୍ଯାଣ ସୂଚନା ଦେଇଛନ୍ତି । ପାଥଲୋଜୀ ଲାବର ସମସ୍ତ ଟେଷ୍ଟ ମାଗଣା କରାଯାଇଛି। କୋଇଡାରେ ଗୋଟିଏ କୋଭିଡ ହସ୍ପିଟାଲ କରାଯାଇଛି ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଙ୍କ ସୁଚନା ପ୍ରଦାନ କରିଛନ୍ତି l