-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
ବଲାଙ୍ଗିର (ପ୍ରେରଣା ଖବର) : ବିଶ୍ଵ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଗତକାଲି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ସହର ସନ୍ନିକଟ ଚ୍ଛତାମଖନା ରୋଡ଼ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମହିଳା ମାନଙ୍କୁ ଖାଦ୍ୟ ପଦାର୍ଥର ସୁରକ୍ଷା, ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟଗତ ଦିଗ ଉପରେ ସଚେତନ କରାଯାଇଥିଲା l କରୋନା କୁ କବଳରୁ ସୁରକ୍ଷା ପାଇଁ ଲୋକଙ୍କୁ ମାସ୍କ ବଣ୍ଟନ୍ଦ ସହ ସେନିଟାଇଜର୍ କିଟ୍ସ ପ୍ରଦାନ କରାଯାଇଥିଲା l ଏଥିରେ ଅନୁଷ୍ଠାନର ସରିତା ଦାସ, ନୂତନ ଦାସ, ମମତା ଜେନା, ନୂତନ ସିନ୍ଦରିଆ, ଜଗଦମ୍ବା ନାୟକ, ପ୍ରିୟଙ୍କା ତ୍ରିପାଠୀ ଓ ଶ୍ରାବଣୀ ମେହେର ପ୍ରମୁଖ ସହଯୋଗ କରିଥିଲେ l